Advertisment

‘ବାନାନା ଅରେଞ୍ଜ ସ୍ମୁଦି’

ଆବଶ୍ୟକ ସାମଗ୍ରୀ: କମଳା, କଦଳୀ, ଅଦା ପେଷ୍ଟ, ମହୁ, ବରଫ, ଭାନିଲା ଆଇସ୍‌କ୍ରୀମ୍‌। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କମଳା ରସ ବାହାର କରନ୍ତୁ। ଏହାପରେ ବ୍ଲେଣ୍ଡରରେ କଦଳୀର ଚୋପା ଛଡ଼ାଇ ରଖନ୍ତୁ ଓ ଏଥିସହ କମଳା ରସ ମିଶାନ୍ତୁ। ୧ ମିନିଟ୍‌ ଯାଏ ଏହାକୁ ଭଲ ଭାବେ ବ୍ଲେଣ୍ଡ କରନ୍ତୁ। ଏବେ ଏଥିରେ ଅଦା ପେଷ୍ଟ ଓ ମହୁ ମିଶାଇ ପୁଣି ଥରେ ଏହାକୁ ବ୍ଲେଣ୍ଡ କରନ୍ତୁ। ବରଫକୁ କ୍ରଶ୍‌ କରି ସ୍ମୁଦିରେ ପକାଇ ଚାମଚରେ ମିଶାନ୍ତୁ। […]

author-image
Biswobandita Swain
‘ବାନାନା ଅରେଞ୍ଜ ସ୍ମୁଦି’

banana-and-orange-smoothie

ଆବଶ୍ୟକ ସାମଗ୍ରୀ:କମଳା, କଦଳୀ, ଅଦା ପେଷ୍ଟ, ମହୁ, ବରଫ, ଭାନିଲା ଆଇସ୍‌କ୍ରୀମ୍‌।

publive-imageପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କମଳା ରସ ବାହାର କରନ୍ତୁ। ଏହାପରେ ବ୍ଲେଣ୍ଡରରେ କଦଳୀର ଚୋପା ଛଡ଼ାଇ ରଖନ୍ତୁ ଓ ଏଥିସହ କମଳା ରସ ମିଶାନ୍ତୁ। ୧ ମିନିଟ୍‌ ଯାଏ ଏହାକୁ ଭଲ ଭାବେ ବ୍ଲେଣ୍ଡ କରନ୍ତୁ। ଏବେ ଏଥିରେ ଅଦା ପେଷ୍ଟ ଓ ମହୁ ମିଶାଇ ପୁଣି ଥରେ ଏହାକୁ ବ୍ଲେଣ୍ଡ କରନ୍ତୁ। ବରଫକୁ କ୍ରଶ୍‌ କରି ସ୍ମୁଦିରେ ପକାଇ ଚାମଚରେ ମିଶାନ୍ତୁ। ଏହି ବାନାନା ଅରେଞ୍ଜ ସ୍ମୁଦିକୁ ଗ୍ଲାସ୍‌କୁ ବାହାର କରି ଏହା ଉପରେ ଭାନିଲା ଆଇସ୍‌କ୍ରିମ୍‌ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବାନାନା ଅରେଞ୍ଜ ସ୍ମୁଦି। ଏହାକୁ ଥଣ୍ଡା ଥଣ୍ଡା ପରଷନ୍ତୁ।

Advertisment