ଆବଶ୍ୟକ ସାମଗ୍ରୀ: କମଳା, କଦଳୀ, ଅଦା ପେଷ୍ଟ, ମହୁ, ବରଫ, ଭାନିଲା ଆଇସ୍କ୍ରୀମ୍।
ଆବଶ୍ୟକ ସାମଗ୍ରୀ: କମଳା, କଦଳୀ, ଅଦା ପେଷ୍ଟ, ମହୁ, ବରଫ, ଭାନିଲା ଆଇସ୍କ୍ରୀମ୍। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କମଳା ରସ ବାହାର କରନ୍ତୁ। ଏହାପରେ ବ୍ଲେଣ୍ଡରରେ କଦଳୀର ଚୋପା ଛଡ଼ାଇ ରଖନ୍ତୁ ଓ ଏଥିସହ କମଳା ରସ ମିଶାନ୍ତୁ। ୧ ମିନିଟ୍ ଯାଏ ଏହାକୁ ଭଲ ଭାବେ ବ୍ଲେଣ୍ଡ କରନ୍ତୁ। ଏବେ ଏଥିରେ ଅଦା ପେଷ୍ଟ ଓ ମହୁ ମିଶାଇ ପୁଣି ଥରେ ଏହାକୁ ବ୍ଲେଣ୍ଡ କରନ୍ତୁ। ବରଫକୁ କ୍ରଶ୍ କରି ସ୍ମୁଦିରେ ପକାଇ ଚାମଚରେ ମିଶାନ୍ତୁ। […]
banana-and-orange-smoothie
ଆବଶ୍ୟକ ସାମଗ୍ରୀ: କମଳା, କଦଳୀ, ଅଦା ପେଷ୍ଟ, ମହୁ, ବରଫ, ଭାନିଲା ଆଇସ୍କ୍ରୀମ୍।