ସାନିଟାଇଜର ବ୍ୟବହାର କରି ବାଣ ଫୁଟାଉଛନ୍ତି କି?

ନୂଆଦିଲ୍ଲୀ: ଦେଶ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ତେଣୁ ସମସ୍ତେ ଏହି ମହାମାରୀରୁ ବର୍ତ୍ତିବା ପାଇଁ ସଫା ସୁତରା ରହୁଛନ୍ତି। ମୁଖ୍ୟତଃ ହାତକୁ ସଫା ରଖିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି। କିନ୍ତୁ ଦୀପାବଳିରେ ଏ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ବାଣ ହେଉ କି ଫୋଟକା ସାନିଟାଇଜର ବ୍ୟବହାର କରିବା ବେଳେ ଧ୍ୟାନ ରଖିବା ଦରକାର। କାରଣ ସାନିଟାଇଜରରେ ଆଲକହଲ ରହିଛି। ଏହା ଦହନଶୀଳ। ତେଣୁ ବାଣ […]

FIRE CRACKER SANITIZER

FIRE CRACKER SANITIZER

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 10:21 AM IST

ନୂଆଦିଲ୍ଲୀ: ଦେଶ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ତେଣୁ ସମସ୍ତେ ଏହି ମହାମାରୀରୁ ବର୍ତ୍ତିବା ପାଇଁ ସଫା ସୁତରା ରହୁଛନ୍ତି। ମୁଖ୍ୟତଃ ହାତକୁ ସଫା ରଖିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି। କିନ୍ତୁ ଦୀପାବଳିରେ ଏ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ବାଣ ହେଉ କି ଫୋଟକା ସାନିଟାଇଜର ବ୍ୟବହାର କରିବା ବେଳେ ଧ୍ୟାନ ରଖିବା ଦରକାର। କାରଣ ସାନିଟାଇଜରରେ ଆଲକହଲ ରହିଛି। ଏହା ଦହନଶୀଳ। ତେଣୁ ବାଣ କିମ୍ୱା ଅନ୍ୟାନ୍ୟ ସାମଗ୍ରୀର ସଂସ୍ପର୍ଶରେ ଆସିବା ବିପଦ ହୋଇପାରେ।

ତେଣୁ ଦୀପାବଳିରେ ସାନିଟାଇଜର ବ୍ୟବହାର ଉପରେ ବିଶେଷ ସତର୍କତା ଅବଲମ୍ବନ କରାବା ଦରକାର। ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜର ଭଲ। ହେଲେ ହାତରେ ଏହି ସାନିଟାଇଜର ମାରି ଦହନଶୀଳ ପଦାର୍ଥକୁ ଧରିବା କିମ୍ୱା ନିଆଁ ଲଗାଇବାର ଅର୍ଥ ବିପଦକୁ ଆମନ୍ତ୍ରଣ କରିବ।

ସାନିଟାଇଜର ବ୍ୟବହାର କରି ରୋଷେଇ କରିବା ମଧ୍ୟ ଠିକ୍ ନୁହେଁ। କାରଣ ଉଭୟ ଖାଦ୍ୟ ପଦାର୍ଥ ସହିତ ନିଆଁର ବିପଦ ମଧ୍ୟ ରହିଛି। ତେଣୁୁ ବିଦ୍ୟୁତ୍ ବୋର୍ଡ, ମେନ୍ ସୁଇଚ୍, ଗ୍ୟାସ ଚୁଲା ପାଖରେ ସାନିଟାଇଜର ରଖିବା ଠିକ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story