ପୁରୁଷମାନେ ଦାଢ଼ି ରଖିବା ଏକ ଫ୍ୟାସନ୍। କିନ୍ତୁ ଜାଣନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ। ଯେଉଁ ପୁରୁଷମାନେ ଦାଢ଼ି ରଖୁ ନାହାନ୍ତି, ଆଜି ଠାରୁ ଦାଢ଼ି ରଖିବା ଆରମ୍ଭ କରି ଦିଅନ୍ତୁ। ତା’ହେଲେ ମିଳିବ ନିମ୍ନଲିଖିତ ଫାଇଦା:
- ଦାଢ଼ି ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀଠାରୁ ସୁରକ୍ଷା ଦେଇଥାଏ। ଫଳରେ ଖରା ଯୋଗୁଁ ମୁହଁରେ କଳା ଦାଗ ପଡ଼ି ଯିବା ଭଳି ସମସ୍ୟା କମି ଯାଏ।
- ଜୋରରେ ପବନ ବୋହିଲେ ମୁହଁ ଡ୍ରାଏ ହୋଇଯାଏ। କିନ୍ତୁ ଦାଢ଼ି ଥିଲେ ମୁହଁର କୋମଳତା ବା ନମନୀୟତା ରହେ।
- ଦାଢ଼ି ଥିଲେ ପବନରେ ଆସୁଥିବା ବ୍ୟାକ୍ଟେରିଆ ଗୁଡ଼ିକ ମୁହଁର ଚର୍ମ ସଂସ୍ପର୍ଶରେ ଆସିପାରନ୍ତି ନାହିଁ। ଫଳରେ ଗାଲରେ ଇନ୍ଫେକ୍ସନ ହେବାର ଭୟ ରହେ ନାହିଁ। ତା’ସହିତ ଥଣ୍ଡା ମଧ୍ୟ ହୁଏ ନାହିଁ।
- ଦାଢ଼ି ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖେ। ଫଳରେ ଥଣ୍ଡା,କାଶ ଓ ଆଜମା ଭଳି ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ।
-ଦାଢ଼ି ସ୍କିନ୍କୁ ଢାଙ୍କି ରଖିଥାଏ। ଫଳରେ ମୁହଁର ଚର୍ମରେ ଧୂଳି ଓ ମାଟିର ପ୍ରଭାବ କମ୍ ପଡ଼େ ଏବଂ ମୁହଁର ସଫ୍ଟନେସ୍ ବଜାୟ ରହେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...