Advertisment

ଦାଢ଼ି ରଖୁଛନ୍ତି କି? ତା’ହେଲେ ପାଉଛନ୍ତି ଏସବୁ ଫାଇଦା

ପୁରୁଷମାନେ ଦାଢ଼ି ରଖିବା ଏକ ଫ୍ୟାସନ୍‌। କିନ୍ତୁ ଜାଣନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ। ଯେଉଁ ପୁରୁଷମାନେ ଦାଢ଼ି ରଖୁ ନାହାନ୍ତି, ଆଜି ଠାରୁ ଦାଢ଼ି ରଖିବା ଆରମ୍ଭ କରି ଦିଅନ୍ତୁ। ତା’ହେଲେ ମିଳିବ ନିମ୍ନଲିଖିତ ଫାଇଦା: – ଦାଢ଼ି ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀଠାରୁ ସୁରକ୍ଷା ଦେଇଥାଏ। ଫଳରେ ଖରା ଯୋଗୁଁ ମୁହଁରେ କଳା ଦାଗ ପଡ଼ି ଯିବା ଭଳି ସମସ୍ୟା କମି ଯାଏ। – ଜୋରରେ ପବନ ବୋହିଲେ ମୁହଁ ଡ୍ରାଏ ହୋଇଯାଏ।  କିନ୍ତୁ ଦାଢ଼ି […]

ଅଦ୍ୟତନ ହୋଇଛି
ଦାଢ଼ି ରଖୁଛନ୍ତି କି? ତା’ହେଲେ ପାଉଛନ୍ତି ଏସବୁ ଫାଇଦା

amirkhan

Advertisment

ପୁରୁଷମାନେ ଦାଢ଼ି ରଖିବା ଏକ ଫ୍ୟାସନ୍‌। କିନ୍ତୁ ଜାଣନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ। ଯେଉଁ ପୁରୁଷମାନେ ଦାଢ଼ି ରଖୁ ନାହାନ୍ତି, ଆଜି ଠାରୁ ଦାଢ଼ି ରଖିବା ଆରମ୍ଭ କରି ଦିଅନ୍ତୁ। ତା’ହେଲେ ମିଳିବ ନିମ୍ନଲିଖିତ ଫାଇଦା:

Advertisment

- ଦାଢ଼ି ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀଠାରୁ ସୁରକ୍ଷା ଦେଇଥାଏ। ଫଳରେ ଖରା ଯୋଗୁଁ ମୁହଁରେ କଳା ଦାଗ ପଡ଼ି ଯିବା ଭଳି ସମସ୍ୟା କମି ଯାଏ।

- ଜୋରରେ ପବନ ବୋହିଲେ ମୁହଁ ଡ୍ରାଏ ହୋଇଯାଏ।  କିନ୍ତୁ ଦାଢ଼ି ଥିଲେ ମୁହଁର  କୋମଳତା ବା ନମନୀୟତା ରହେ।

Advertisment

- ଦାଢ଼ି ଥିଲେ ପବନରେ ଆସୁଥିବା ବ୍ୟାକ୍ଟେରିଆ ଗୁଡ଼ିକ ମୁହଁର ଚର୍ମ ସଂସ୍ପର୍ଶରେ  ଆସିପାରନ୍ତି ନାହିଁ।  ଫଳରେ ଗାଲରେ ଇନ୍‌ଫେକ୍ସନ ହେବାର ଭୟ ରହେ ନାହିଁ। ତା’ସହିତ ଥଣ୍ଡା ମଧ୍ୟ ହୁଏ ନାହିଁ।

- ଦାଢ଼ି ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖେ। ଫଳରେ ଥଣ୍ଡା,କାଶ ଓ ଆଜମା ଭଳି ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ।

-ଦାଢ଼ି ସ୍କିନ୍‌କୁ ଢାଙ୍କି ରଖିଥାଏ। ଫଳରେ ମୁହଁର ଚର୍ମରେ ଧୂଳି ଓ ମାଟିର ପ୍ରଭାବ କମ୍ ପଡ଼େ ଏବଂ ମୁହଁର ସଫ୍ଟନେସ୍ ବଜାୟ ରହେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe