ସୁନ୍ଦର ଦେଖାଯିବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ୫ଟି କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):  ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ଝିଅମାନେ। ସୁନ୍ଦର ଦେଖାଯିବାକୁ ସେମାନେ ଢେର ପରିଶ୍ରମ ମଧ୍ୟ କରନ୍ତି। ତେବେ ସେହି ସୁନ୍ଦର ରହିବାକୁ ଚାହୁଁଥିବା ଝିଅମାନଙ୍କ ପାଇଁ ୫ଟି ଟିପ୍ସ। ଶୋଇବା ପୂର୍ବରୁ ଏହି ୫ଟି ଟିପ୍ସକୁ ଫଲୋ କଲେ ତ୍ୱଚା ନିଶ୍ଚିତ ଭାବେ ଉଜ୍ୱଳ ଏବଂ ସତେଜ ରହିବ। ୧)  ମଶ୍ଚରାଇଜର ଲଗାନ୍ତୁ-  ମଶ୍ଚରାଇଜର ଲଗାଇ ଶରୀର ଏବଂ ମୁହଁକୁ ଭଲ ଭାବେ ମସାଜ କରନ୍ତୁ। ଏହା ଦ୍ୱାରା […]

Daily-Routine-Beauty-Tips-V

Daily-Routine-Beauty-Tips-V

Biswobandita Swain
  • Published: Wednesday, 22 May 2019
  • Updated: 22 May 2019, 08:41 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):  ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ଝିଅମାନେ। ସୁନ୍ଦର ଦେଖାଯିବାକୁ ସେମାନେ ଢେର ପରିଶ୍ରମ ମଧ୍ୟ କରନ୍ତି। ତେବେ ସେହି ସୁନ୍ଦର ରହିବାକୁ ଚାହୁଁଥିବା ଝିଅମାନଙ୍କ ପାଇଁ ୫ଟି ଟିପ୍ସ। ଶୋଇବା ପୂର୍ବରୁ ଏହି ୫ଟି ଟିପ୍ସକୁ ଫଲୋ କଲେ ତ୍ୱଚା ନିଶ୍ଚିତ ଭାବେ ଉଜ୍ୱଳ ଏବଂ ସତେଜ ରହିବ।

୧)  ମଶ୍ଚରାଇଜର ଲଗାନ୍ତୁ-  ମଶ୍ଚରାଇଜର ଲଗାଇ ଶରୀର ଏବଂ ମୁହଁକୁ ଭଲ ଭାବେ ମସାଜ କରନ୍ତୁ। ଏହା ଦ୍ୱାରା ଚର୍ମ ସତେଜ ରହିବ।

୨)ହଳଦି ମିଶା କ୍ଷୀର -  ଶୋଇବା ପୂର୍ବରୁ ଗୋଟେ ଗ୍ଲାସ୍‌ ହଳଦି ମିଶା କ୍ଷୀର ପିଅନ୍ତୁ। ଏହାଦ୍ୱାରା ଶରୀରରୁ ବିଷାକ୍ତ ଜୀବାଣୁ ମରିଯାଆନ୍ତି ଏବଂ ତ୍ୱଚାର ଚମକ ଫେରିଆସେ।

୩) କ୍ରିମ୍‌ ମସାଜ- ସାରା ଦିନ କାମ କରିବା ଦ୍ୱାରା ଆମ ଶରୀର ସହ ଆଖି ମଧ୍ୟ କ୍ଲାନ୍ତ ପଡିଯାଇଥାଏ ତେଣୁ ଶରୀର ସହ ଆଖିର ମଧ୍ୟ ମସାଜ୍‌ ଆବଶ୍ୟକ।

୪)ଆଲୋଭେରା ଜେଲ୍‌- ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଆଲୋଭେରା ଜେଲ୍‌ ଲଗାନ୍ତୁ। ଏହାଦ୍ୱାରା ରୁ‍କ୍ଷ ପଡିଯାଇଥିବା ତ୍ୱଚା ସତେଜ ହୋଇଯିବ।

୫)ଗୋଲାପ ଜଳ- ଶୋଇବା ପୂର୍ବରୁ ଟିକେ ତୁଳାରେ ଗୋଲାପ ଜଳ ପକାଇ ମୁହଁକୁ ଭଲ ଭାବେ ପୋଛନ୍ତୁ। ଏହା ଦ୍ୱାରା ମୁହଁ ସଫ୍ଟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story