Advertisment

ଶରୀର ପାଇଁ ଭଲ ହୋଇଥାଏ ବିୟର୍‌, ହେଲେ..

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟର୍‌ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ଜାଣିଛୁ। କିନ୍ତୁ ଏହାକୁ ଯଦି ଆମେ ସୀମିତ ପରିମାଣରେ ସେବନ କରିବା ତାହାଲେ ଏହା ଆମ ଶରୀରକୁ ଅନେକ ଫାଇଦା ଦେବ। ଆମେରିକାର ଅଧୟନ କରାଯାଇଥିବା ଏକ ସଂସ୍ଥାର ରିପୋର୍ଟକୁ ଯଦି ଦେଖିବା ସେଥିରେ କୁହାଯାଇଛି ଯେ, ସୁସ୍ଥ ଶାରୀରିକ ଜୀବନ ଶୈଳୀ ବିତାଇବା ପାଇଁ ସୁସ୍ଥ ଖାଦ୍ୟ ସହ ସୀମିତ ମାତ୍ରାରେ ବିୟର୍‌ ମଧ୍ୟ ସେବନ କରାଯାଇପାରେ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି […]

ଶରୀର ପାଇଁ ଭଲ ହୋଇଥାଏ ବିୟର୍‌, ହେଲେ..

b11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟର୍‌ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ଜାଣିଛୁ। କିନ୍ତୁ ଏହାକୁ ଯଦି ଆମେ ସୀମିତ ପରିମାଣରେ ସେବନ କରିବା ତାହାଲେ ଏହା ଆମ ଶରୀରକୁ ଅନେକ ଫାଇଦା ଦେବ।

Advertisment

ଆମେରିକାର ଅଧୟନ କରାଯାଇଥିବା ଏକ ସଂସ୍ଥାର ରିପୋର୍ଟକୁ ଯଦି ଦେଖିବା ସେଥିରେ କୁହାଯାଇଛି ଯେ, ସୁସ୍ଥ ଶାରୀରିକ ଜୀବନ ଶୈଳୀ ବିତାଇବା ପାଇଁ ସୁସ୍ଥ ଖାଦ୍ୟ ସହ ସୀମିତ ମାତ୍ରାରେ ବିୟର୍‌ ମଧ୍ୟ ସେବନ କରାଯାଇପାରେ।

publive-image

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ବିୟର୍‌ରେ ୱାଇନ୍‌ ତୁଳନାରେ ପ୍ରୋଟିନ୍‌ ଭିଟାମିନ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ତାହାଲେ ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ।

Advertisment

, ବିୟର୍‌ ଆମ ଶରୀର ପାଇଁ ସେତେବଳେ ଭଲ ହୋଇଥାଏ, ଯେତେବେଳେ ଆପଣ ଭାବିବେ ଯାହା ଆପଣ ଖାଇଛନ୍ତି, ତାହା ଆପଣଙ୍କ ଶରୀର ପାଇଁ ଠିକ୍‌। କିନ୍ତୁ ରେସ୍ତୋରାରେ ଯାଇ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲା ପରେ ବିୟର୍‌ ପିଇବା ଶରୀର ପାଇଁ କ୍ଷତିକାରକୁ ହୋଇପାରେ।

୨, ବିୟର୍‌ରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ଗ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଜିଙ୍କ୍‌, କପର୍‌ ଭଳି ଅନେକ ଭିଟାମିନ୍‌ ରହିଥାଏ। ଏହି ଭିଟାମିନ୍‌ ଆମ ଶରୀର ପାଇଁ ବହୁତ ଆବଶ୍ୟକତା ରହିଛି।

publive-image

କିନ୍ତୁ ଆପଣ ଯେତେବେଳେ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତି ତାହାଲେ ଆପଣ ମୋଟା ହୋଇଯିବାର ମଧ୍ୟ ଆଶଙ୍କା ରହିଥାଏ।

୩, ଯଦି ଆପଣଙ୍କୁ ବିୟର୍‌ ପିଇବା ପସନ୍ଦ ନୁହେଁ, ଆଉ ଆପଣ କୌଣସି ଆଲ୍‌କୋହଲିକ୍‌ ଡ୍ରିଙ୍କସ୍‌ ପିଇବା ପାଇଁ ଚାହୁଁଥିବେ ତାହାଲେ ଆପଣ ୱାଇନ୍‌ ପିଇପାରିବେ।

publive-image

କିନ୍ତୁ ଆପଣ ୱାଇନ୍‌କୁ ଦିନରେ ଗୋଟେ ଗ୍ଲାସ୍‌ ବା ୨ଦୁଇ ଗ୍ଲାସ୍‌ ପିଅନ୍ତୁ। ଏହାଠୁ ଅଧିକା ପିଇଲେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।
ବିୟର୍‌ ଏବଂ ୱାଇନ୍‌ ଦୁଇଟି ପାନୀୟ ହିଁ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe