Advertisment

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ସେଥିପାଇଁ ନାନା ଉପାୟ ଆପଣାନ୍ତି ଓ ଏଥିପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି। ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେଶ। ଆଉ କେଶର ଯତ୍ନ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ଆଲ୍‌ମଣ୍ଡ୍‌ ତେଲ। ଏହି ତେଲକୁ ଆପଣ କେଶରେ ବ୍ୟବହାର କଲେ ୫ ପ୍ରକାରର ଫାଇଦା ପାଇବେ। ତା’ହେଲେ ଜାଣି ନିଅନ୍ତୁ, କେଶକୁ କେଉଁ ସବୁ ସମସ୍ୟାରୁ ମୁକ୍ତ ରଖେ […]

author-image
Biswobandita Swain
ଅଦ୍ୟତନ ହୋଇଛି
କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

hair1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ସେଥିପାଇଁ ନାନା ଉପାୟ ଆପଣାନ୍ତି ଓ ଏଥିପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ କରନ୍ତି। ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେଶ। ଆଉ କେଶର ଯତ୍ନ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ଆଲ୍‌ମଣ୍ଡ୍‌ ତେଲ। ଏହି ତେଲକୁ ଆପଣ କେଶରେ ବ୍ୟବହାର କଲେ ୫ ପ୍ରକାରର ଫାଇଦା ପାଇବେ। ତା’ହେଲେ ଜାଣି ନିଅନ୍ତୁ, କେଶକୁ କେଉଁ ସବୁ ସମସ୍ୟାରୁ ମୁକ୍ତ ରଖେ ଆଲ୍‌ମଣ୍ଡ୍ ତେଲ।

Advertisment

almond୧) ଅନେକଙ୍କ କେଶ ଫାଟି ଯାଏ। ଆଲ୍‌ମଣ୍ଡ ତେଲ ଲଗାଇଲେ ସେ ସମସ୍ୟା ଦେଖାଯାଏନି।

୨)  କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଆଲ୍‌ମଣ୍ଡ୍‌ ତେଲ ଲଗାଇଥିଲେ ଆପଣ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ।

୩)ମହିଳା ହୁଅନ୍ତୁ ବା ପୁରୁଷ, ଅନେକଙ୍କ ମୁଣ୍ଡରେ ରୂପି ହୁଏ। ଆଲ୍‌ମଣ୍ଡ୍ ତେଲ ରୂପି ସମସ୍ୟା ମଧ୍ୟ ଦୂର କରେ।

Advertisment

publive-image୪)କେଶକୁ ସାଇନିଂ କରିବାରେ ସାହାଯ୍ୟ କରେ ଏହି ତେଲ।

୫) କେଶକୁ ‍ଘନ ରଖିବାରେ ମଧ୍ୟ ଆଲ୍‌ମଣ୍ଡ୍ ତେଲ ସାହାଯ୍ୟ କରେ।