ହାର୍ଟକୁ ସୁସ୍ଥ ରଖେ ବନ୍ଧାକୋବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଧାକୋବି ଏପରି ଏକ ପରିବା ଯାହା ସବୁ ଋତୁରେ ବଜାରରେ ମିଳିଥାଏ। ଏଥିରେ ଭିଟାମିନ୍‌ ଏ, ବି୧, ବି୨, ବି୬, ଇ,ସି, କେ, କ୍ୟାଲସିୟମ୍‌, ଆଇରନ୍‌, ଆୟୋଡିନ୍‌, ପୋଟାସିୟମ୍‌, ସଲଫର୍‌ ଓ ଫୋଲେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଏଥିପାଇଁ ବନ୍ଧାକୋବିକୁ ସୁପରଫୁଡ୍ କୁହାଯାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ବନ୍ଧାକୋବିକୁ ଡାଏଟ୍‌ରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ବନ୍ଧାକୋବି ଖାଇଲେ, କେଉଁସବୁ ଫାଇଦା ମିଳିଥାଏ। ୧. ବନ୍ଧାକୋବିରେ […]

pata

pata

Puspanjali Panda
  • Published: Wednesday, 05 February 2020
  • Updated: 05 February 2020, 01:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଧାକୋବି ଏପରି ଏକ ପରିବା ଯାହା ସବୁ ଋତୁରେ ବଜାରରେ ମିଳିଥାଏ। ଏଥିରେ ଭିଟାମିନ୍‌ ଏ, ବି୧, ବି୨, ବି୬, ଇ,ସି, କେ, କ୍ୟାଲସିୟମ୍‌, ଆଇରନ୍‌, ଆୟୋଡିନ୍‌, ପୋଟାସିୟମ୍‌, ସଲଫର୍‌ ଓ ଫୋଲେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଏଥିପାଇଁ ବନ୍ଧାକୋବିକୁ ସୁପରଫୁଡ୍ କୁହାଯାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ବନ୍ଧାକୋବିକୁ ଡାଏଟ୍‌ରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ବନ୍ଧାକୋବି ଖାଇଲେ, କେଉଁସବୁ ଫାଇଦା ମିଳିଥାଏ।

୧. ବନ୍ଧାକୋବିରେ ଇନଡୋଲ୍-୩ କାରବୋନିଲ୍‌ (Indole-3 carbonile) ନାମରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ଲିଭର୍‌କୁ ଡିଟକ୍ସିଫାଏ କରିଥାଏ। ଏହାସହ ପାଚନକ୍ରିୟାକୁ ଠିକ୍‌ ରଖି ହଜମଜନିତ ସମସ୍ୟାକୁ ଦୂର କରିଥାଏ।

୨. ବନ୍ଧାକୋବିରେ ଥିବା ଭିଟାମିନ୍‌ ସି ଓ ସଲଫର୍‌ ଶରୀରରୁ ଟକ୍ସିନ୍‌ ବାହାର କରି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାନ୍ତି।

୩. ଏଥିରେ ଫାଇବର୍‌ର ମାତ୍ରା ଅଧିକ ରହିଛି। ତେଣୁ ବନ୍ଧାକୋବି ଖାଇଲେ ପେଟ ପୂରି ରହୁଥିବାରୁ ଭୋକ କମ୍‌ ଲାଗିଥାଏ ଏବଂ ଓଜନ କମ୍‌ ହୋଇଥାଏ।

୪. ବନ୍ଧାକୋବିରେ ବିଟା-କେରାଟିନ୍‌, ଲ୍ୟୁଟିନ୍‌ ପରି ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ହାର୍ଟକୁ ସୁସ୍ଥ ରଖିଥାଏ। ଆହୁରି ମଧ୍ୟ ଶରୀରରୁ ଖରାପ କୋଲେଷ୍ଟ୍ରଲକୁ କମ୍‌ କରିଥାଏ।

୫. ଏଥିରେ ଥିବା ଭିଟାମିନ୍‌ ସି ଶରୀରରେ କୋଲେଜନ୍‌ ହରମୋନ୍‌ ବୃଦ୍ଧି କରିଥାଏ, ଯାହା ତ୍ୱଚାକୁ ସୁସ୍ଥ ରଖିବା ସହ ଉଜ୍ଜ୍ଵଳ କରିଥାଏ। ଏହାଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story