କର୍ମଜୀବୀ ମହିଳା କିପରି କରିବେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ

ଭୁବନେଶ୍ୱର(ରୋଜାଲିନ ରଥ): ଆମକୁ ଛୋଟ ବେଳୁ କୁହାଯାଇଥାଏ ଯେ, ‘ସମୟ ସବୁଠୁ ବଳବାନ’। ଆମେ ଯଦି ସମୟକୁ ସଠିକ୍‌ ଭାବେ ଉପଯୋଗ କରିପାରିବା ତାହାଲେ ସେ ଆମକୁ ସଠିକ୍‌ କର୍ମ ଫଳ ଦେବ। ଛୋଟରୁ ବଡ଼ ହେଲା ପର୍ଯ୍ୟନ୍ତ ବାପା ମାଆ ସବୁବେଳେ କହିଥାନ୍ତି ଯେ, ଝିଅ ସମୟ ନଷ୍ଟ କରନା, ନ ହେଲେ ଆଗକୁ ବହୁତ ଅସୁବିଧା ହେବ। କିନ୍ତୁ ସତ କହିଲେ, ଆମ ଭିତରେ କେତେଜଣ ଅଛନ୍ତି ଯେଉଁମାନେ ସମୟର ସଠିକ୍‌ ଉପଯୋଗ କରିଥାନ୍ତି? […]

ros5

ros5

Mihir Pattnayak
  • Published: Friday, 11 January 2019
  • Updated: 11 January 2019, 02:09 PM IST

Sports

Latest News

ଭୁବନେଶ୍ୱର(ରୋଜାଲିନ ରଥ): ଆମକୁ ଛୋଟ ବେଳୁ କୁହାଯାଇଥାଏ ଯେ, ‘ସମୟ ସବୁଠୁ ବଳବାନ’। ଆମେ ଯଦି ସମୟକୁ ସଠିକ୍‌ ଭାବେ ଉପଯୋଗ କରିପାରିବା ତାହାଲେ ସେ ଆମକୁ ସଠିକ୍‌ କର୍ମ ଫଳ ଦେବ। ଛୋଟରୁ ବଡ଼ ହେଲା ପର୍ଯ୍ୟନ୍ତ ବାପା ମାଆ ସବୁବେଳେ କହିଥାନ୍ତି ଯେ, ଝିଅ ସମୟ ନଷ୍ଟ କରନା, ନ ହେଲେ ଆଗକୁ ବହୁତ ଅସୁବିଧା ହେବ। କିନ୍ତୁ ସତ କହିଲେ, ଆମ ଭିତରେ କେତେଜଣ ଅଛନ୍ତି ଯେଉଁମାନେ ସମୟର ସଠିକ୍‌ ଉପଯୋଗ କରିଥାନ୍ତି?

ଆମେ ଯେତେ ବଡ଼ ହେଉ ଆମ ଉପରେ ଦାୟିତ୍ୱ ମଧ୍ୟ ବଢ଼ି ବ‍ଢ଼ି ଚାଲିଥାଏ। ସେ ସବୁ ଦାୟିତ୍ୱ ସମ୍ପାଦନ କରିବା ଭିତରେ ଆମ ପାଖରେ ସମୟର ଅଭାବ ଦେଖାଦେଇଥାଏ। ବିଶେଷ କରି ଆଜି କାଲିର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ସମୟର ଘୋର ଅଭାବ ଦେଖାଦେଇଥାଏ। ଆମେ ଯଦି କୌଣସି କର୍ମଜୀବୀ ମହିଳାଙ୍କୁ କିଛି ପଚାରିଥାଉ ତାହାଲେ ସେମାନଙ୍କଠାରୁ ପ୍ରଥମ ଉତ୍ତର ଏଇୟା ଶୁଣିବାକୁ ମିଳେ ଯେ, ଏତେ ସବୁ କାମ କରିବାକୁ ସମୟ କୋଉଠି ମିଳୁଛି।

ତେବେ ଘରେ ମହିଳା ମାନଙ୍କ ଉପରେ ବିଷେଶ କରି ବିବାହିତ ମହିଳା ମାନଙ୍କ ଉପରେ ଅନେକ ପ୍ରକାର ଦାୟିତ୍ୱ ରହିଥାଏ। ସେମାନେ ନିଜ ପରିବାରର ଦାୟିତ୍ୱ ତୁଲାଇବା ସହ ସହ କର୍ମକ୍ଷେତ୍ରରେ ମଧ୍ୟ ଅନେକ ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ଏହି ସବୁ କାମ ଭିତରେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ନ କରିବାରୁ ଅଫିସ୍‌ ଯିବାରେ ଡେରି ହେଇଥାଏ, ନିଜର ଧ୍ୟାନ ନ ରଖିପାରିବା ସହ ଅନ୍ୟମାନଙ୍କୁ ସମୟ ଦେଇ ପାରି ନଥାନ୍ତି ଓ ଏପରି ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ।

ତେବେ ଆପଣ ଯଦି କର୍ମଜୀବୀ ମହିଳା ହୋଇଥାନ୍ତି, ତାହାଲେ ନିଜ ସମୟକୁ କିପରି ବ୍ୟବହାର କରି ସବୁ ଦାୟିତ୍ୱ ସଠିକ୍‌ ଭାବେ ସମ୍ପାଦନ କରିପାରିବେ, ପଢ଼ନ୍ତୁ..

- ଅନେକ ସମୟରେ ଆମେ ଦେଖିଥାଉ ଯେ, ସମୟ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ କେତେଜଣ ଖସଡ଼ା ବା ଟାଇମ୍‌ ଟେବୁଲ ପ୍ରସ୍ତୁତ କରିଥାନ୍ତି। ସକାଳୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ ଟାଇମ୍‌ ଟେବୁଲ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଦିନେ କି ଦୁଇ ଦିନ ଯାଏ ତାହା କାର୍ଯ୍ୟକାରୀ ହୁଏ ଆଉ ତା ପରେ ପୂର୍ବରୁ ଯାହା ଯେମିତି ଚାଲିଥିଲା ସେମିତି ଚାଲେ। କିନ୍ତୁ ଆପଣଙ୍କର ଯଦି କାମ ସଠିକ୍‌ ସମୟରେ ହେଉନାହିଁ ତା'ହେଲେ ନିଜର ଏକ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରନ୍ତୁ। ପୂରା ଦିନରେ ଆପଣ କ’ଣ କରିବେ ତାର ଏକ ତାଲିକା ପୂର୍ବରୁ ହିଁ ପ୍ରସ୍ତୁତ କରି ସେହି ଅନୁସାରେ କାମ କରନ୍ତୁ।

- ପ୍ରାୟ ସମସ୍ତଙ୍କର ସକାଳେ ଡେରିରେ ଉଠିବା ଅଭ୍ୟାସ ଥାଏ। ଡେରିରେ ଉଠିବା ଖରାପ ଜାଣି ମଧ୍ୟ ଆମେ ତାକୁ ଅଣଦେଖା କରିଥାଉ। ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ। ତେବେ ଆପଣ ସବୁବେଳେ ସକାଳେ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ। କାରଣ ବଡ଼ିସକାଳୁ ଉଠିଲେ ଆପଣ କିଛି ବ୍ୟାୟାମ କରିବା ସହ ଅଫିସ୍‌ ଯିବା ଆଗରୁ ଘରକାମ ସବୁ ଶୀଘ୍ର ସାରି ପାରିବେ।

- ଆପଣ କମ୍‌ ସମୟ ଭିତରେ ବହୁତ କିଛି କାମ କରିପାରିବେ। ତେବେ ଏହା ଆପଣଙ୍କ ଉପରେ ନିର୍ଭର କରେ। ଯେପରିକି ସକାଳ ଜଳଖିଆ ପାଇଁ ପୂର୍ବଦିନରୁ ପରିବା କାଟି ଫ୍ରିଜ୍‌ରେ ରଖିବା, ଅଫିସ୍‌ ପିନ୍ଧା ଡ୍ରେସ୍‌କୁ ପୂର୍ବରୁ ଆଇରନ୍‌ କରି ରଖିବା, ଗାଡ଼ିରେ ଆଗରୁ ପେଟ୍ରୋଲ୍‌ ଭରି ରଖିବା, ଅଫିସ୍‌ ବ୍ୟାଗ୍‌ ସଜାଡ଼ିବା, ଏମିତି ଅନେକ କାମ ଆପଣ ଆଗରୁ କରି ରଖିଲେ ଅଫିସ୍‌ ଯିବା ସମୟରେ ଆପଣ ତରତରରେ କୌଣସି ଜିନିଷ ଭୁଲିବେ ନାହିଁ।

-କର୍ମଜୀବୀ ମହିଳାମାନଙ୍କୁ ପ୍ରତିଦିନ ଘରର ଆବଶ୍ୟକ ହେଉଥିବା ସାମଗ୍ରୀ କିଣାକିଣି କରିବା ପାଇଁ ସମୟ ହୋଇନଥାଏ। ତେବେ ଆପଣ ଛୁଟି ଦିନରେ ପୁରା ସପ୍ତାହ ପାଇଁ ଜିନିଷ କିଣି ରଖିଦିଅନ୍ତୁ। ଏହା ଦ୍ୱାରା ପ୍ରତିଦିନ ଜିନିଷ କିଣିବାରେ ଆପଣଙ୍କର ସମୟ ବ୍ୟୟ ହେବ ନାହିଁ।

- ଘରର ମହିଳା ଏକା ହିଁ ସବୁ କାମ କରିଥାନ୍ତି। ସେଥିପାଇଁ କାମରେ ଡେରି ହୋଇଥାଏ। ଆପଣ ଯେତେବେଳେ ରୋଷେଇ ବା ଅନ୍ୟ କିଛି କାମ କରୁଥାନ୍ତି ତାହାଲେ ଆପଣଙ୍କ ସ୍ୱାମୀ ବା ଅନ୍ୟ ସଦସ୍ୟମାନଙ୍କୁ ଆପଣଙ୍କୁ ସାହାଯ୍ୟ କରିବାକୁ କୁହନ୍ତୁ। ଯେପରିକି ବଟଲ ରେ ପାଣି ଭର୍ତ୍ତି କରିଦେବା, ରୁମ୍‌ ସଜାଡ଼ିଦେବା ଇତ୍ୟାଦି କାମ ଆପଣ ଆପଣ ସ୍ୱାମୀଙ୍କୁ କହି କରାଇ ପାରିବେ।

- ଅନେକ ମହିଳା ଥାନ୍ତି ଅଫିସ୍‌ରେ ଘର କଥା ଅନ୍ୟମାନଙ୍କ ସହ ଗପି ଥାନ୍ତି। ଏହା ଦ୍ୱାରା ଅଫିସ୍‌ରେ ଆପଣ ସମୟ ନଷ୍ଟ କରିଥାନ୍ତି। ସେହି ସମୟରେ ଆପଣ କାମ ବିଷୟରେ ଆଲୋଚନା କରନ୍ତୁ। ଆପଣ ଅଫିସ୍‌ରେ ପୂରା ପ୍ରଫେସନାଲ୍‌ ପରି ବ୍ୟବହାର କରନ୍ତୁ। ଅନ୍ୟମାନଙ୍କ ସହ ଘର କଥା ଗପନ୍ତୁ ନାହିଁ କି ଆପଣଙ୍କ ଅସୁବିଧାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ନାହିଁ। ଆଉ ଅଫିସ୍‌ରେ ଥିଲା ବେଳେ ଘର ଲୋକଙ୍କ ସହ ଫୋନ୍‌ରେ ଅଧିକା ସମୟ କଥା ହୁଅନ୍ତୁ ନାହିଁ।

- ଯେହେତୁ କର୍ମଜୀବୀ ମହିଳାଙ୍କୁ ଘର କାମ ସହ ଅଫିସ୍‌ କାମ ମଧ୍ୟ ସମ୍ଭାଳିବାକୁ ହୁଏ ସେହି ସମୟରେ କାର୍ଯ୍ୟଚାପ ଯୋଗୁ ଅନେକ ମହିଳା ଚିନ୍ତା ଓ ବ୍ୟତିଗ୍ରସ୍ଥ ହୋଇପଡ଼ନ୍ତି। ସେହି ସମୟରେ ଆପଣ ଧର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ।

- ଅନେକ ସମୟରେ ଦୁଃଖ ବା କଷ୍ଟ ସମୟ ଆସିଲେ ମହିଳାମାନେ ଭାଙ୍ଗି ପଡ଼ିଥାନ୍ତି ଓ ସାହସ ହରାଇଥାନ୍ତି। ସେହି ସମୟରେ ଭାଙ୍ଗି ନପଡ଼ି ସାହସର ସହ ପରିସ୍ଥିତିର ସାମ୍ନା କରନ୍ତୁ ଏବଂ ନିଜ ପରିବାରକୁ ମଧ୍ୟ ସାହସ ଦିଅନ୍ତୁ।

- ସମୟ ମିଳିଲେ କିଛି ବହି ପଢ଼ିବାର ବା ସଂଗୀତ ଶୁଣିବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ।

ମହିଳା ହୁଅନ୍ତୁ କିମ୍ବା ପୁରୁଷ, କାମ ସମସ୍ତେ କରିଥାନ୍ତି। କିନ୍ତୁ ଆପଣ ଆପଣଙ୍କ ସମୟକୁ କିପରି ଅତିବାହିତ ବା ଉପଯୋଗ କରିବେ ତାହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story