ବାର୍ଡ ଫ୍ଲୁରୁ ବଞ୍ଚିବେ କେମିତି? ଜାଣନ୍ତୁ

ସାରା ଦେଶରେ ମହାମାରୀ କରୋନା ଭିତରେ ଏବେ ବାର୍ଡ ଫ୍ଲୁ ତାର କାୟା ବିସ୍ତାର କରିଛି। ଧୀରେ ଧୀରେ ଏହାର ପ୍ରକୋପ ବଢ଼ିବାକୁ ଲାଗିଛି। ରାଜସ୍ତାନ, ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ କେରଳ ପରେ ଏବେ ରାଜଧାନୀ ଦିଲ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏହି ରୋଗ ଇନ୍‌ଫ୍ଲୁଏଞ୍ଜା ଟାଇପ୍‌-ଏ H5N1 ଭାଇରସ ଯୋଗୁଁ ବ୍ୟାପୁଛି।  ଭୂତାଣୁ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଅନ୍ୟ ପକ୍ଷୀ, ପଶୁ ଓ ମଣିଷକୁ ମଧ୍ୟ […]

bird flu-1

bird flu-1

Madhupriya Mistry
  • Published: Monday, 11 January 2021
  • Updated: 11 January 2021, 01:00 PM IST

Sports

Latest News

ସାରା ଦେଶରେ ମହାମାରୀ କରୋନା ଭିତରେ ଏବେ ବାର୍ଡ ଫ୍ଲୁ ତାର କାୟା ବିସ୍ତାର କରିଛି। ଧୀରେ ଧୀରେ ଏହାର ପ୍ରକୋପ ବଢ଼ିବାକୁ ଲାଗିଛି। ରାଜସ୍ତାନ, ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ କେରଳ ପରେ ଏବେ ରାଜଧାନୀ ଦିଲ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏହି ରୋଗ ଇନ୍‌ଫ୍ଲୁଏଞ୍ଜା ଟାଇପ୍‌-ଏ H5N1 ଭାଇରସ ଯୋଗୁଁ ବ୍ୟାପୁଛି।  ଭୂତାଣୁ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଅନ୍ୟ ପକ୍ଷୀ, ପଶୁ ଓ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାନ୍ତି। କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ପକ୍ଷୀମାରଣ ଅଭିଯାନ ହାତକୁ ନେଇଛନ୍ତି।

H5N1 ଏପରି ଏଭିଏନ ଇନ୍‌ଫ୍ଲୁଏଞ୍ଜା ଯାହା ମଣିଷକୁ ମଧ୍ୟ ସଂକ୍ରମିତ କରେ। ଏହି ଭୂତାଣୁ ଏତେ ବିପଦଜନକ ଯେ ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମୃତ୍ୟୁମୁଖରେ ମଧ୍ୟ ପଡିପାରନ୍ତି। ଏଥିରେ କୁକୁଡା ପାଳନ କରୁଥିବା ଚାଷୀଙ୍କ ପ୍ରତି ଅତ୍ୟାଧିକ ବିପଦ ରହିଛି। ତେବେ ଏହି ସଂକ୍ରମଣ ତଥା ବାର୍ଡ ଫ୍ଲୁରୁ ରକ୍ଷା ପାଇବା ପାଇଁ କ'ଣ କରିବା ଉଚିତ ଆସନ୍ତୁ ଜାଣିବା।

  • ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସିଧାସଳଖ ପକ୍ଷୀଙ୍କ ସମ୍ପର୍କରେ ଆସନ୍ତୁ ନାହିଁ। ସଂକ୍ରମିତ ପକ୍ଷୀଙ୍କ ମଳ, ନାକରୁ ବୋହୁଥିବା ପାଣି ମୁହଁରୁ ବାହାରୁଥିବା ଲାଳ ସଂସ୍ପର୍ଶରେ ଆସିଲେ ମଣିଷଙ୍କୁ ଏହା ବ୍ୟାପିଥାଏ। ଏହି ଭୂତାଣୁ ପୋଷା କୁକୁଡାଙ୍କଠାରେ ବେସ୍‌ ସହଜରେ ବ୍ୟାପିଥାଏ।
  • ଛାତ ଉପରେ ଥିବା ଟ୍ୟାଙ୍କ, ରେଲିଂ କିମ୍ବା ପିଞ୍ଜରାକୁ ଡିଟରଜେଣ୍ଟ ସହିତ ଭଲ ଭାବରେ ସଫା କରନ୍ତୁ। ପକ୍ଷୀ ମଳ କିମ୍ବା ଆନୁଷଙ୍ଗିକ ସ୍ଥାନରେ ବିସ୍ତାରିତ ଆବର୍ଜନାକୁ ଯତ୍ନର ସହିତ ସଫା କରନ୍ତୁ। ପକ୍ଷୀମାନଙ୍କୁ ଖୋଲା ହାତରେ ଧରନ୍ତୁ ନାହିଁ, ସେମାନଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖନ୍ତୁ। H5N1 ସଂକ୍ରମିତ ପକ୍ଷୀ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ନିଜ ମଳ ଏବଂ ଲାଳ ମାଧ୍ୟମରେ ଅନ୍ୟକୁ ସଂକ୍ରମଣ କରିପାରନ୍ତି।
  • ଦୋକାନରୁ ମାଂସ ତଥା ଚିକେନ କିଣିବା ପରେ ତାକୁ ଧୋଇବା ସମୟରେ ହାତରେ ଗ୍ଲୋବ୍ସ ପିନ୍ଧି ମୁହଁରେ ମାସ୍କ ନିଶ୍ଚିତ ରୂପେ ଲଗାନ୍ତୁ। କଞ୍ଚା ମାଂସ କିମ୍ବା ଅଣ୍ଡା ମଣିଷକୁ ସଂକ୍ରମିତ କରିପାରେ। କୁକୁଡ଼ା ଫାର୍ମ କିମ୍ବା ଦୋକାନରେ କୌଣସି ଜିନିଷକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ। କୌଣସି ଜିନିଷକୁ ଛୁଇଁବା ପରେ ତୁରନ୍ତ ହାତକୁ ପରିଷ୍କାର କରନ୍ତୁ।
  • ଚିକେନକୁ ପ୍ରାୟ ୧୦୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରୋଷେଇ କରନ୍ତୁ। କଞ୍ଚା ମାଂସ କିମ୍ବା ଅଣ୍ଡା ଖାଆ'ନ୍ତୁ ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଜୀବାଣୁ ଉତ୍ତାପ ପ୍ରତି ସମ୍ବେଦନଶୀଳ ଏବଂ ଏହା ରୋଷେଇ ବେଳେ ବ୍ୟବହାର ହେଉଥିବା ତାପମାତ୍ରାରେ ନଷ୍ଟ ହୋଇଯାଏ। କଞ୍ଚା ମାଂସ କିମ୍ବା ଅଣ୍ଡାକୁ ଅନ୍ୟ ଖାଦ୍ୟ ସାମଗ୍ରୀଠାରୁ ଅଲଗା ରଖନ୍ତୁ।
  • କୁକୁଡ଼ା ଫାର୍ମରେ କାମ କରୁଥିବା ଲୋକଙ୍କଠାରୁ ଦୂରଇ ରୁହନ୍ତୁ ଏବଂ ପ୍ରଭାବିତ ଅଞ୍ଚଳକୁ ଯାଆନ୍ତୁ ନାହିଁ। ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ନିକଟକୁ ଯାଆନ୍ତୁ ନାହିଁ । ଘରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖନ୍ତୁ । ଖୋଲା ଆକାଶ ତଳେ ଥିବା ବଜାରକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ବାରମ୍ବାର ହାତ ଧୋଇବା ସହ ହ୍ୟାଣ୍ଡ ସାନିଟାଇଜ ମଧ୍ୟ କରନ୍ତୁ।
  • ଅଧିକାଂଶ ଜିମ୍‌ ଯାଉଇଥିବା ଲୋକେ ଦର ସିଝା ଅଣ୍ଡା କିମ୍ବା ଚିକେନ୍ ଖାଇଥାନ୍ତି।  ବାର୍ଡ ଫ୍ଳୁ ରୋକିବା ପାଇଁ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ଅଳ୍ପ ରନ୍ଧା ଚିକେନ୍ କିମ୍ବା ଅଣ୍ଡା ଖାଇବା ଦ୍ୱାରା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି।
  • ଦୁର୍ବଳ ଏବଂ ଅସୁସ୍ଥ ଦେଖାଯାଉଥିବା ଚିକେନ୍କୁ ଦୋକାନରୁ କିଣନ୍ତୁ ନାହିଁ। ଚିକେନ୍ କିଣିବା ସମୟରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ। କେବଳ ସଫା ଚିକେନ ହିଁ କିଣନ୍ତୁ।

ବାର୍ଡ ଫ୍ଲୁ ଲକ୍ଷଣ କ'ଣ?

ସାଧାରଣ ଜ୍ୱରର ଲକ୍ଷଣ ସହ ବାର୍ଡ ଫ୍ଲୁର ଲକ୍ଷଣ ସମାନ । H5N1 ସଂକ୍ରମିତ ବ୍ୟକ୍ତିଙ୍କ  କାଶ, ଡାଇରିଆ, ଶ୍ୱାସ ଜନିତ ସମସ୍ୟା, ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଅସ୍ଥିରତା, ନାକରୁ ପାଣି ବୋହିବା କିମ୍ବା ଗଳା ଯନ୍ତ୍ରଣା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story