ଆବଶ୍ୟକ ସାମଗ୍ରୀ: ସିମେଇ, ଘିଅ, ବାସୁମତୀ ଚାଉଳ, କ୍ଷୀର, ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ, ମିଲ୍କମେଡ, ଡାଳିମ୍ବ ମଞ୍ଜି ଓ କେସର।
ପ୍ରସ୍ତୁତି ପ୍ରଣାଳୀ: କଡ଼େଇରେ ତେଲ ଗରମ କରି ସିମେଇ ଓ ଅଳ୍ପ ଘିଅ ଦେଇ ଭଲଭାବେ ଭାଜନ୍ତୁ। ସିମେଇ ଭଲ ଭାବେ ଭାଜି ହୋଇଗଲା ପରେ ମିଲ୍କମେଡ ଦେଇ ଘାଣ୍ଟନ୍ତୁ। ସିମେଇ ହୋଇଗଲା ପରେ ତାକୁ ଏକ ବାଓଲରେ ପଲିଥିନ ଦେଇ ଗୋଲ ସେପ୍ କରି ଦିଅନ୍ତୁ। ଏହାପରେ ସିମେଇ ବାଓଲକୁ ଫ୍ରିଜରରେ ୧୦ ମିନିଟ ରଖି ତା’ ପରେ ବାଓଲରୁ ସିମେଇ ବ୍ୟବହାର କରି ଦିଅନ୍ତୁ।
ପରେ ବାସୁମତୀ ଚାଉଳକୁ ଶିଝାଇ ବାହାର କରି ରଖନ୍ତୁ। କରେଇରେ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ମିଲ୍କମେଡ ଓ ସିଝା ବାସୁମତୀ ଚାଉଳ ପକାଇ ଭଲ ଭାବେ ଗୋଳାନ୍ତୁ। କ୍ଷୀର ବହଳ ହୋଇଯିବା ପରେ ସେଥିରେ ଅଳ୍ପ ଚିନି, କାଜୁ, ଖିସମିସ୍, ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ।
ଏହାପରେ ପ୍ରସ୍ତୁତ ସିମେଇ ବାଓଲରେ କ୍ଷୀରିକୁ ଢାଳି ତା’ ଉପରେ କାଜୁ, ଖିସମିସ୍, ଡାଳିମ୍ବ ମଞ୍ଜି ଓ କେସର ପକାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ବାର୍ଡ ନେଷ୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...