/odisha-reporter/media/post_attachments/uploads/2017/03/cucumber-dark-circle.jpg)
cucumber-dark-circle,,,
ଆଖି ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଅନେକ ଲୋକଙ୍କର ଆଖିତଳ କଳା ପଡ଼ିଯାଇଥାଏ। ସେଥିପାଇଁ ସେମାନେ ଟେନସନ୍ରେ ରହିଥାନ୍ତି। ବଜାରରେ ମିଳୁଥିବା ବିଭିନ୍ନ କ୍ରିମ୍ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା ଆଖି ତଳ କଳା ପଡ଼ିଲେ କ’ଣ କରିବେ।
Advertisment
-ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଆଉ ଏକ କାରଣ ହୋଇଥାଏ। ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।
-ଆଖି ତଳ କଳା ପଡୁଥିଲେ ନଡିଆ ତେଲରେ କିଛି ଆଲମଣ୍ଡ ତେଲ ମିଶାଇ ଆଖି ଚାରିପାଖରେ ଧୀରେ ଧୀରେ ଲଗାନ୍ତୁ। କିମ୍ଭା କାକୁଡ଼ି ଓ ଆଳୁ ରସ ଲଗାନ୍ତୁ ।
Advertisment
-ବ୍ଲାକ୍ ଟି ତିଆରି କରି ଥଣ୍ଡା ହେବା ପରେ ତୁଳାରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ। ଏହା ସହ ପୋଦିନା ପତ୍ର ରସକୁ ଆଖି ତଳେ ଲଗାନ୍ତୁ । ଆଖି ତଳ କଳା ହେବାରୁ ମୁକ୍ତି ପାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
