ଏଣିକି ଆଇନା ଦେଖିବ ସୁନ୍ଦର ଆଖି

ଆଖି ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଅନେକ ଲୋକଙ୍କର ଆଖିତଳ କଳା ପଡ଼ିଯାଇଥାଏ।  ସେଥିପାଇଁ ସେମାନେ ଟେନସନ୍‌ରେ ରହିଥାନ୍ତି।  ବଜାରରେ  ମିଳୁଥିବା ବିଭିନ୍ନ କ୍ରିମ୍‌ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା ଆଖି ତଳ କଳା ପଡ଼ିଲେ କ’ଣ  କରିବେ। -ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଆଉ ଏକ କାରଣ ହୋଇଥାଏ।  ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ। -ଆଖି ତଳ […]

cucumber-dark-circle,,,

cucumber-dark-circle,,,

Rakesh Mallick
  • Published: Monday, 20 March 2017
  • Updated: 20 March 2017, 11:33 AM IST

Sports

Latest News

ଆଖି ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଅନେକ ଲୋକଙ୍କର ଆଖିତଳ କଳା ପଡ଼ିଯାଇଥାଏ।  ସେଥିପାଇଁ ସେମାନେ ଟେନସନ୍‌ରେ ରହିଥାନ୍ତି।  ବଜାରରେ  ମିଳୁଥିବା ବିଭିନ୍ନ କ୍ରିମ୍‌ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା ଆଖି ତଳ କଳା ପଡ଼ିଲେ କ’ଣ  କରିବେ।

-ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଆଉ ଏକ କାରଣ ହୋଇଥାଏ।  ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

-ଆଖି ତଳ କଳା ପଡୁଥିଲେ ନଡିଆ ତେଲରେ କିଛି ଆଲମଣ୍ଡ ତେଲ ମିଶାଇ ଆଖି ଚାରିପାଖରେ ଧୀରେ ଧୀରେ ଲଗାନ୍ତୁ। କିମ୍ଭା କାକୁଡ଼ି  ଓ ଆଳୁ ରସ ଲଗାନ୍ତୁ ।

-ବ୍ଲାକ୍‌ ଟି ତିଆରି କରି ଥଣ୍ଡା ହେବା ପରେ ତୁଳାରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ।  ଏହା ସହ ପୋଦିନା ପତ୍ର ରସକୁ  ଆଖି ତଳେ  ଲଗାନ୍ତୁ । ଆଖି ତଳ କଳା ହେବାରୁ ମୁକ୍ତି ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story