Advertisment

ଏଣିକି ଆଇନା ଦେଖିବ ସୁନ୍ଦର ଆଖି

ଆଖି ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଅନେକ ଲୋକଙ୍କର ଆଖିତଳ କଳା ପଡ଼ିଯାଇଥାଏ।  ସେଥିପାଇଁ ସେମାନେ ଟେନସନ୍‌ରେ ରହିଥାନ୍ତି।  ବଜାରରେ  ମିଳୁଥିବା ବିଭିନ୍ନ କ୍ରିମ୍‌ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା ଆଖି ତଳ କଳା ପଡ଼ିଲେ କ’ଣ  କରିବେ। -ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଆଉ ଏକ କାରଣ ହୋଇଥାଏ।  ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ। -ଆଖି ତଳ […]

ଅଦ୍ୟତନ ହୋଇଛି
ଏଣିକି ଆଇନା ଦେଖିବ ସୁନ୍ଦର ଆଖି

cucumber-dark-circle,,,

Advertisment

ଆଖି ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଅନେକ ଲୋକଙ୍କର ଆଖିତଳ କଳା ପଡ଼ିଯାଇଥାଏ।  ସେଥିପାଇଁ ସେମାନେ ଟେନସନ୍‌ରେ ରହିଥାନ୍ତି।  ବଜାରରେ  ମିଳୁଥିବା ବିଭିନ୍ନ କ୍ରିମ୍‌ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା ଆଖି ତଳ କଳା ପଡ଼ିଲେ କ’ଣ  କରିବେ।

Advertisment

-ଆଖି ତଳ କଳା ପଡ଼ିବା ବଂଶଗତ ରୋଗ ହୋଇଥାଏ। ରକ୍ତଚାପ ଓ ରକ୍ତହୀନତା ଆଉ ଏକ କାରଣ ହୋଇଥାଏ।  ଯଦି ଏସବୁର ସମସ୍ୟା ଥାଏ ତାହାହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

-ଆଖି ତଳ କଳା ପଡୁଥିଲେ ନଡିଆ ତେଲରେ କିଛି ଆଲମଣ୍ଡ ତେଲ ମିଶାଇ ଆଖି ଚାରିପାଖରେ ଧୀରେ ଧୀରେ ଲଗାନ୍ତୁ। କିମ୍ଭା କାକୁଡ଼ି  ଓ ଆଳୁ ରସ ଲଗାନ୍ତୁ ।

Advertisment

-ବ୍ଲାକ୍‌ ଟି ତିଆରି କରି ଥଣ୍ଡା ହେବା ପରେ ତୁଳାରେ ବୁଡ଼ାଇ ଆଖି ତଳେ ଲଗାନ୍ତୁ।  ଏହା ସହ ପୋଦିନା ପତ୍ର ରସକୁ  ଆଖି ତଳେ  ଲଗାନ୍ତୁ । ଆଖି ତଳ କଳା ହେବାରୁ ମୁକ୍ତି ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe