Advertisment

ବିୟର ପିଉଥିବା ଝିଅଙ୍କୁ ଡେଟ୍ କରିବାକୁ ଭଲ ପାଆନ୍ତି ପୁଅ

ଆଜିକାଲି ‘ଡେଟ୍’ ଶବ୍ଦଟି ସାଧାରଣ ହୋଇଗଲାଣି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଡେଟ୍‌ କରିବା ଜରୁରୀ ହୋଇଯାଇଛି। ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଡେଟ୍ ଜରୁରୀ ବୋଲି କୁହାଯାଉଛି।  କିନ୍ତୁ  ପୁଅମାନେ ଏପରି ଝିଅଙ୍କ ସହ ଡେଟ୍‌ରେ ଯିବା ପାଇଁ ଚାହୁଁଛନ୍ତି ଯେଉଁମାନେ ବିୟର ପିଅନ୍ତି। ସାଧାରଣତଃ ଏକାଠି ମଦ ପିଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁବେଳେ ଘନିଷ୍ଠ ସଂପର୍କ ରହେ। ଖାସ୍ ସେଥିପାଇଁ ଏବେ ଯୁବକମାନେ ସେମାନଙ୍କ ସହିତ ବସି ବିୟର ପିଇବାକୁ ଭଲ […]

ଅଦ୍ୟତନ ହୋଇଛି
ବିୟର ପିଉଥିବା ଝିଅଙ୍କୁ ଡେଟ୍ କରିବାକୁ ଭଲ ପାଆନ୍ତି ପୁଅ

beer

Advertisment

ଆଜିକାଲି ‘ଡେଟ୍’ ଶବ୍ଦଟି ସାଧାରଣ ହୋଇଗଲାଣି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଡେଟ୍‌ କରିବା ଜରୁରୀ ହୋଇଯାଇଛି। ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଡେଟ୍ ଜରୁରୀ ବୋଲି କୁହାଯାଉଛି।  କିନ୍ତୁ  ପୁଅମାନେ ଏପରି ଝିଅଙ୍କ ସହ ଡେଟ୍‌ରେ ଯିବା ପାଇଁ ଚାହୁଁଛନ୍ତି ଯେଉଁମାନେ ବିୟର ପିଅନ୍ତି। ସାଧାରଣତଃ ଏକାଠି ମଦ ପିଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁବେଳେ ଘନିଷ୍ଠ ସଂପର୍କ ରହେ। ଖାସ୍ ସେଥିପାଇଁ ଏବେ ଯୁବକମାନେ ସେମାନଙ୍କ ସହିତ ବସି ବିୟର ପିଇବାକୁ ଭଲ ପାଉଥିବା ଯୁବତୀଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରୁଛନ୍ତି।

Advertisment

ଜାଣିଛନ୍ତି ବିୟର ପିଉଥିବା ଝିଅଙ୍କ ପାଖରେ ଅଲଗା ବିଶେଷତ୍ୱ ଥାଏ, ଯାହା ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରେ। ଯଦି ବିୟର ପିଉଥିବା ଝିଅଙ୍କ ଏହି ବିଶେଷ ଗୁଣ ସଂପର୍କରେ ଜାଣିବେ, ତା’ହେଲେ ଆପଣ ବି ସେମାନଙ୍କ ସହ ଡେଟ୍‌ରେ ଯିବାକୁ ନିଜକୁ ରୋକି ପାରିବେନି!

ଆସନ୍ତୁ  ଜାଣିବା ବିୟର ପିଉଥିବା ଝିଅଙ୍କ ସେହି ନିଆରା ବିଶେଷତ୍ୱ ସଂପର୍କରେ:

୧- ଏହି ଝିଅମାନେ ଅନ୍ୟ ଝିଅମାନଙ୍କ ପରି ନଖରାମି କରନ୍ତି ନାହିଁ। ସେମାନେ ପୂରା ବିନ୍‌ଦାସ୍‌ ଓ ସମସ୍ତଙ୍କ ସହ ସହଜରେ ମିଶି ଯାଆନ୍ତି।

Advertisment

୨- ଏମାନେ କୌଣସି କଥାକୁ ନେଇ ବୟଫ୍ରେଣ୍ଡମାନଙ୍କୁ ହଇରାଣ କରନ୍ତି ନାହିଁ। ସବୁବେଳେ କଂଫର୍ଟେବଲ୍‌ ରହନ୍ତି।

୩- ଏମାନେ ଅଧିକ ଦେଖାଇ ହୁଅନ୍ତି ନାହିଁ। କୌଣସି ଟେନସନ୍‌ ନିଅନ୍ତି ନାହିଁ। ସବୁବେଳେ କୁଲ୍ ରହନ୍ତି।

୪- ଏହି ଝିଅମାନେ ବିୟରର ବିଭିନ୍ନ ବ୍ରାଣ୍ଡ ସଂପର୍କରେ ଜାଣି ଥାଆନ୍ତି। ସେମାନେ ଭୋଡ୍‌କା ଓ ଟକିଲା ବି ପସନ୍ଦ କରନ୍ତି।

୫- ଏମାନେ କେବେ ନିଜ ବୟଫ୍ରେଣ୍ଡଙ୍କୁ ସପିଂ ପାଇଁ ହଇରାଣ କରନ୍ତି ନାହିଁ। କାରଣ ଏମାନେ କିଣାକିଣି କରିବା ଅପେକ୍ଷା ବିୟର ପିଇବାକୁ ଅଧିକ ପସନ୍ଦ କରନ୍ତି।

୭- ମଦ ପିଉଥିବା ଝିଅମାନେ ସାଧାରଣ ହୋଇଥାନ୍ତି। ସେମାନଙ୍କର ବି ଅନ୍ୟ ଝିଅଙ୍କ ପରି ହୃଦୟ ଅଛି। ସେମାନେ ବି ପ୍ରେମ କରନ୍ତି। ତୁମେ ସେମାନଙ୍କୁ ଯେତିକି ଭଲ ପାଇବେ ସେମାନେ ବି ତୁମକୁ ସେତିକି ଭଲ ପାଇବେ।

୮-ସେମାନେ ଅନ୍ୟମାନଙ୍କ ଫିଲିଂସ୍ ବୁଝିପାରନ୍ତି। ତେଣୁ ବୟଫ୍ରେଣ୍ଡମାନେ ସେମାନଙ୍କ ହୃଦୟର କଥାକୁ ସେମାନଙ୍କୁ ଖୋଲି କହି ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe