Advertisment

ପ୍ରତିଦିନ ପାଉଁରୁଟି ଓ ଚୁଇଂଗମ୍‌ ଖାଇବା କ୍ୟାନସର କାରଣ

ଭୁବନେଶ୍ୱର: ସାଧାରଣତଃ ଲୋକମାନେ ଜଳଖିଆ ଭାବରେ ପାଉଁରୁଟି ଖାଇଥାନ୍ତି ଓ ଛୋଟ ପିଲା ଚୁଇଂଗମ୍‌ ଖାଇବାକୁ ଭଲ ପାଇଥାନ୍ତି। ଏହାକୁ ନିୟମିତ ଖାଦ୍ୟରେ ପରିଣତ କଲେ ଶରୀରକୁ ବହୁତ କ୍ଷତି ହୋଇଥାଏ। ବିଶେଷ କରି କୋଲନ କ୍ୟାନସର ପାଇଁ ଦାୟୀ ତତ୍ତ୍ୱ ପାଉଁରୁଟି ଓ ଚୁଇଂଗମ୍‌ରୁ ମିଳିଥାଏ। ଫଳରେ ଲୋକମାନଙ୍କର ଅକାଳରେ ମୃତ୍ୟୁ ଘଟିଥାଏ। ନାନୋଇମପାକ୍ଟ ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁସାରେ ପାଉଁରୁଟି ଓ ଚୁଇଂଗମ୍‌ରୁ ଟାଇଟେନିୟମ ଡାଇଅକସାଇଡ୍‌ ନାମକ ତତ୍ତ୍ୱ ମିଳିଥାଏ ଯାହା ଇନଷ୍ଟାଇନର ସେଲ […]

ଅଦ୍ୟତନ ହୋଇଛି
ପ୍ରତିଦିନ ପାଉଁରୁଟି ଓ ଚୁଇଂଗମ୍‌ ଖାଇବା କ୍ୟାନସର କାରଣ

chewing_gum_

Advertisment

ଭୁବନେଶ୍ୱର: ସାଧାରଣତଃ ଲୋକମାନେ ଜଳଖିଆ ଭାବରେ ପାଉଁରୁଟି ଖାଇଥାନ୍ତି ଓ ଛୋଟ ପିଲା ଚୁଇଂଗମ୍‌ ଖାଇବାକୁ ଭଲ ପାଇଥାନ୍ତି। ଏହାକୁ ନିୟମିତ ଖାଦ୍ୟରେ ପରିଣତ କଲେ ଶରୀରକୁ ବହୁତ କ୍ଷତି ହୋଇଥାଏ। ବିଶେଷ କରି କୋଲନ କ୍ୟାନସର ପାଇଁ ଦାୟୀ ତତ୍ତ୍ୱ ପାଉଁରୁଟି ଓ ଚୁଇଂଗମ୍‌ରୁ ମିଳିଥାଏ। ଫଳରେ ଲୋକମାନଙ୍କର ଅକାଳରେ ମୃତ୍ୟୁ ଘଟିଥାଏ।

Advertisment

ନାନୋଇମପାକ୍ଟ ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁସାରେ ପାଉଁରୁଟି ଓ ଚୁଇଂଗମ୍‌ରୁ ଟାଇଟେନିୟମ ଡାଇଅକସାଇଡ୍‌ ନାମକ ତତ୍ତ୍ୱ ମିଳିଥାଏ ଯାହା ଇନଷ୍ଟାଇନର ସେଲ ଷ୍ଟ୍ରକଚର ସହ ଯୋଡି ହୋଇ ରହିଥିବା କୋଷିକା ଗୁଡିକୁ ନଷ୍ଟ କରି ଦେଇଥାଏ। କୋଷିକା ନଷ୍ଟ ହେବା ଫଳରେ ଆମର ପାଚକ ତନ୍ତ୍ର ନଷ୍ଟ ହୋଇଯାଇଥାଏ। ଫଳରେ ସଂକ୍ରମିତ ରୋଗ ବ୍ୟାପିବାରେ ଆଶଙ୍କା ବଢ଼ିଯାଇଥାଏ। ଯାହା ପରବର୍ତ୍ତୀ ସମୟରେ କ୍ୟାନସରରେ ପରିଣତ ହୋଇଥାଏ।

ବିଙ୍ଘାମଟନ୍‌ ବିଶ୍ୱ ବିଦ୍ୟାଳୟର ପ୍ରେଫେସର ଗ୍ରେଚେନ୍‌ ମାହଲର କହିଛନ୍ତି, “ପାଉଁରୁଟି ଓ ଚୁଇଂଗମ୍‌ରୁ  ଟାଇଟେନିୟମ ଡାଇଅକସାଇଡ୍ ତତ୍ତ୍ୱ ମିଳିଥାଏ। ଏହି ତତ୍ତ୍ୱର ପ୍ରଭାବରେ ପାଉଁରୁଟି ଓ ଚୁଇଂଗମ୍‌ ପ୍ରତିଦିନ ଖାଇବାକୁ ଇଚ୍ଛା ହୋଇଥାଏ। ଏହାକୁ  ପ୍ରତିଦିନ ଖାଇଲେ କ୍ୟାନସର ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe