Advertisment

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ ବାଇଗଣ

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ଦୈନନ୍ଦିନ ଖାଇବାରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ସାମିଲ କରିବାକୁ ଚାହାଁନ୍ତି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବାଇଗଣ। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି।  ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ  ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ […]

ଅଦ୍ୟତନ ହୋଇଛି
ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ ବାଇଗଣ

brinjal

Advertisment

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ଦୈନନ୍ଦିନ ଖାଇବାରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ସାମିଲ କରିବାକୁ ଚାହାଁନ୍ତି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବାଇଗଣ। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି।  ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ  ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟକ।

Advertisment

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳା ଓ ଯୁବତୀ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନଶୀଳ। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ  ସେମାନେ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇଥାନ୍ତି। ଏହାସହିତ ବାଇଗଣ ମଧ୍ୟ ଖାବାକୁ ପସନ୍ଦ କରିଥାନ୍ତି। କାରଣ ଏଥିରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଛି।  ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ଯଦି ଆପଣ ପ୍ରତିଦିନ ବାଇଗଣ ଖାଇବାକୁ ଚାହୁଁଛନ୍ତି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe