କ୍ୟାନସରରୁ ରକ୍ଷା କରେ ଲଙ୍କା

ନୂଆଦିଲ୍ଲୀ: ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ। ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ […]

chili

chili

Rakesh Mallick
  • Published: Sunday, 15 November 2015
  • Updated: 27 April 2017, 05:15 PM IST

Sports

Latest News

ନୂଆଦିଲ୍ଲୀ: ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ।

ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଗବେଷଣା କରିଥିଲେ। ଏହି ଅବସରରେ ସେମାନେ ଉକ୍ତ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟାଭ୍ୟାସ, ଖାଇବାରେ ଲଙ୍କାର ପରିମାଣ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story