ଜଙ୍କ୍ ଫୁଡ୍କୁ ସାବଧାନ! ହେବ ଆଣ୍ଠୁଗଣ୍ଠି ବ୍ୟଥା ଆପଣ ଜଙ୍କ୍ ଫୁଡ୍ ଖାଉଛନ୍ତି କି? ଯେଉଁମାନେ ଜଙ୍କ୍ ଫୁଡ୍ ଖାଉଛନ୍ତି ସେମାନେ ସାବଧାନ। କାରଣ ଏହା ଖାଇବା ଦ୍ୱାରା ମେଟାବୋଲିଜମ୍ ସହିତ ଆଣ୍ଠୁଗଣ୍ଠି ବଥା ହୋଇଥାଏ। ଏକ ଗବେଷଣାରୁ ଏଭଳି ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି।
ଏହି ରିପୋର୍ଟ ମୁତାବକ ଯଦି ଆପଣ ପିଜା ଓ ବର୍ଗର, ଚିପ୍ସ ଓ ହଟ୍ଡଗ ଖାଉଛନ୍ତି, ତା’ହେଲେ ଅଭ୍ୟାସ ବଦଳାଇ ଦିଅନ୍ତୁ। ଏହା ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜ ହେବାର ଆଶଙ୍କା ଅଧିକ ଥାଏ।
ଯେଉଁ ବ୍ୟକ୍ତି ଏହାକୁ ଖାଇଥାନ୍ତି ସେମାନେ ଅଧିକ ମୋଟା ହୁଅନ୍ତି। ସେମାନଙ୍କ ଲିଭର ବା ଯକୃତରେ ସମସ୍ୟା ଦେଖାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...