Advertisment

ଜଙ୍କ୍ ଫୁଡ୍‌କୁ ସାବଧାନ!

ଜଙ୍କ୍ ଫୁଡ୍‌କୁ ସାବଧାନ! ହେବ ଆଣ୍ଠୁଗଣ୍ଠି ବ୍ୟଥା  ଆପଣ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି କି? ଯେଉଁମାନେ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି ସେମାନେ ସାବଧାନ। କାରଣ ଏହା ଖାଇବା ଦ୍ୱାରା ମେଟାବୋଲିଜମ୍ ସହିତ ଆଣ୍ଠୁଗଣ୍ଠି ବଥା ହୋଇଥାଏ। ଏକ ଗବେଷଣାରୁ ଏଭଳି ଏକ ଚାଞ୍ଚଲ୍ୟ କର ତଥ୍ୟ  ସାମ୍ନାକୁ ଆସିଛି। ଏହି ରିପୋର୍ଟ ମୁତାବକ ଯଦି ଆପଣ ପିଜା ଓ ବର୍ଗର, ଚିପ୍ସ ଓ ହଟ୍‌ଡଗ ଖାଉଛନ୍ତି, ତା’ହେଲେ  ଅଭ୍ୟାସ ବଦଳାଇ ଦିଅନ୍ତୁ। ଏହା  ଖାଇବା  ଦ୍ୱାରା ଆଣ୍ଠୁ […]

ଅଦ୍ୟତନ ହୋଇଛି
ଜଙ୍କ୍ ଫୁଡ୍‌କୁ ସାବଧାନ!

junk-1

Advertisment

ଜଙ୍କ୍ ଫୁଡ୍‌କୁ ସାବଧାନ! ହେବ ଆଣ୍ଠୁଗଣ୍ଠି ବ୍ୟଥା  ଆପଣ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି କି? ଯେଉଁମାନେ ଜଙ୍କ୍‌ ଫୁଡ୍‌ ଖାଉଛନ୍ତି ସେମାନେ ସାବଧାନ। କାରଣ ଏହା ଖାଇବା ଦ୍ୱାରା ମେଟାବୋଲିଜମ୍ ସହିତ ଆଣ୍ଠୁଗଣ୍ଠି ବଥା ହୋଇଥାଏ। ଏକ ଗବେଷଣାରୁ ଏଭଳି ଏକ ଚାଞ୍ଚଲ୍ୟ କର ତଥ୍ୟ  ସାମ୍ନାକୁ ଆସିଛି।

Advertisment

ଏହି ରିପୋର୍ଟ ମୁତାବକ ଯଦି ଆପଣ ପିଜା ଓ ବର୍ଗର, ଚିପ୍ସ ଓ ହଟ୍‌ଡଗ ଖାଉଛନ୍ତି, ତା’ହେଲେ  ଅଭ୍ୟାସ ବଦଳାଇ ଦିଅନ୍ତୁ। ଏହା  ଖାଇବା  ଦ୍ୱାରା ଆଣ୍ଠୁ ଗଣ୍ଠି  ଦରଜ ହେବାର ଆଶଙ୍କା  ଅଧିକ ଥାଏ।

ଯେଉଁ ବ୍ୟକ୍ତି  ଏହାକୁ  ଖାଇଥାନ୍ତି ସେମାନେ ଅଧିକ ମୋଟା ହୁଅନ୍ତି। ସେମାନଙ୍କ ଲିଭର ବା ଯକୃତରେ ସମସ୍ୟା ଦେଖାଯାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe