Advertisment

ଚାଣକ୍ୟ ମନ୍ତ୍ର: ଏଥିପାଇଁ ହୁଏ ବୈବାହିକ ଜୀବନରେ ଫାଟ

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଯଦି ଘନିଷ୍ଠ ହୋଇଥାଏ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଯଦି ଉଭୟଙ୍କ ମଧ୍ୟରେ ତାଳମେଳ ନରୁହେ ତେବେ ଫାଟ ସୃଷ୍ଟି ହୋଇଥାଏ। ତେବେ କାହିଁକି ଏହି ସମ୍ପର୍କ ଭାଙ୍ଗିଯାଏ ଏହାର କାରଣ କହିଯାଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। – ଯଦି ଉଭୟେ ସ୍ୱାମୀ ସ୍ତ୍ରୀ କେହି କାହା ସହ ଛଳନା କରନ୍ତି ତାହାହେଲେ ସଂପର୍କ ଭାଙ୍ଗିବା ନିଶ୍ଚିତ। ଏହାକୁ କେହି ଅଟକେଇ ପାରିବେ ନାହିଁ। ଉଭୟ ବୈବାହିକ ଜୀବନରୁ ବାହାରି ଯାଇ ଅବୈଧ […]

ଅଦ୍ୟତନ ହୋଇଛି
ଚାଣକ୍ୟ ମନ୍ତ୍ର: ଏଥିପାଇଁ ହୁଏ ବୈବାହିକ ଜୀବନରେ ଫାଟ

chanakya

Advertisment

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଯଦି ଘନିଷ୍ଠ ହୋଇଥାଏ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଯଦି ଉଭୟଙ୍କ ମଧ୍ୟରେ ତାଳମେଳ ନରୁହେ ତେବେ ଫାଟ ସୃଷ୍ଟି ହୋଇଥାଏ। ତେବେ କାହିଁକି ଏହି ସମ୍ପର୍କ ଭାଙ୍ଗିଯାଏ ଏହାର କାରଣ କହିଯାଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ।

Advertisment

- ଯଦି ଉଭୟେ ସ୍ୱାମୀ ସ୍ତ୍ରୀ କେହି କାହା ସହ ଛଳନା କରନ୍ତି ତାହାହେଲେ ସଂପର୍କ ଭାଙ୍ଗିବା ନିଶ୍ଚିତ। ଏହାକୁ କେହି ଅଟକେଇ ପାରିବେ ନାହିଁ। ଉଭୟ ବୈବାହିକ ଜୀବନରୁ ବାହାରି ଯାଇ ଅବୈଧ ସଂପର୍କ ରଖିଥାନ୍ତି। ଫଳରେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ।

- ଯଦି ସ୍ତ୍ରୀ ନିଜ ବ୍ୟକ୍ତିଗତ ଜୀବନରେ କୌଣସି କଥାକୁ ସ୍ୱାମୀକୁ ହସ୍ତକ୍ଷେପ କରିବା ପାଇଁ ଦିଏ ନାହିଁ ତେବେ ଦାମ୍ପତ୍ୟ ଜୀବନ ତିଷ୍ଠି ପାରେନି।

Advertisment

- ଯଦି ସ୍ତ୍ରୀ ସ୍ୱାମୀକୁ ଅବା ସ୍ୱାମୀ ସ୍ତ୍ରୀକୁ କୌଣସି କଥା ଲୁଚାଇ ଥାନ୍ତି ତାହା ହେଲେ ସଂପର୍କ ମଧ୍ୟରେ ଭଟ୍ଟା ସୃଷ୍ଟି ହୋଇଥାଏ।

- ବିବାହ ସଜ୍ଞା କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମିଳନ ନୁହେଁ, ଯଦି ଉଭୟ ଉଭୟେଙ୍କୁ ସମ୍ମାନ ଦିଅନ୍ତି ତାହା ହେଲେ ସଂପର୍କ ନିବିଡ଼ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀକୁ ଭର୍ଷନା କରନ୍ତି ତେବେ ଏହି ସଂପର୍କରେ କିଛି ମାନେ ନ ଥାଏ।

- ଯଦି ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର ଲୋଭ ଥାଏ ତାହାହେଲେ ମଧ୍ୟ ସାତଜନମର ବନ୍ଧନ ଭାଙ୍ଗିଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe