Advertisment

ଚୁଇଙ୍ଗମ୍‌ ଚୋବାଇଲେ ଓଜନ କମେ !

ନୂଆଦିଲ୍ଲୀ: ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଚୁଇଙ୍ଗମ୍‌ ଖାଇଲେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଓ ଓଜନ କମିଥାଏ। ଯେଉଁ ଲୋକମାନେ ପ୍ରତିଦିନ ଚୁଇଙ୍ଗମ୍‌ ଚୋବାନ୍ତି, ସେମାନଙ୍କ ଶରୀରକୁ କମ୍‌ କ୍ୟାଲୋରୀ ଯାଇଥାଏ। ଏପରିକି ଚୁଇଙ୍ଗମ୍‌ ଖାଉଥିବା ବ୍ୟକ୍ତିଙ୍କର ଅନ୍ୟମାନଙ୍କ ତୁଳନାରେ ୫ ପ୍ରତିଶତ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, ଚୁଇଙ୍ଗମ୍‌ ଭୋକକୁ ନିୟନ୍ତ୍ରଣ କରିଥାଏ ଓ ଅଧିକ ଖାଇବାର ଇଚ୍ଛାକୁ ମାରି ଦେଇଥାଏ ବୋଲି ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି। କେଉଁ […]

ଅଦ୍ୟତନ ହୋଇଛି
ଚୁଇଙ୍ଗମ୍‌ ଚୋବାଇଲେ ଓଜନ କମେ !

chew

Advertisment

ନୂଆଦିଲ୍ଲୀ: ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଚୁଇଙ୍ଗମ୍‌ ଖାଇଲେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଓ ଓଜନ କମିଥାଏ। ଯେଉଁ ଲୋକମାନେ ପ୍ରତିଦିନ ଚୁଇଙ୍ଗମ୍‌ ଚୋବାନ୍ତି, ସେମାନଙ୍କ ଶରୀରକୁ କମ୍‌ କ୍ୟାଲୋରୀ ଯାଇଥାଏ। ଏପରିକି ଚୁଇଙ୍ଗମ୍‌ ଖାଉଥିବା ବ୍ୟକ୍ତିଙ୍କର ଅନ୍ୟମାନଙ୍କ ତୁଳନାରେ ୫ ପ୍ରତିଶତ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, ଚୁଇଙ୍ଗମ୍‌ ଭୋକକୁ ନିୟନ୍ତ୍ରଣ କରିଥାଏ ଓ ଅଧିକ ଖାଇବାର ଇଚ୍ଛାକୁ ମାରି ଦେଇଥାଏ ବୋଲି ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି।

Advertisment

କେଉଁ ସମୟରେ ଖାଇବେ ଚୁଇଙ୍ଗମ୍‌ ?

୧. ଯେବେ ଫ୍ରି ଅଛନ୍ତି ଚୁଇଙ୍ଗମ୍‌ ଚୋବାନ୍ତୁ।

୨. ଖାଦ୍ୟ ଖାଇବା ପରେ ଚୁଇଙ୍ଗମ୍ ଚୋବାନ୍ତୁ।

୩. ବାହାର ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ, ଲୋଭ ନିୟନ୍ତ୍ରଣ କରିବା ପାଇଁ ଚୁଇଙ୍ଗମ୍ ଚୋବାନ୍ତୁ।

୪. ଖାଇବା ତିଆରି କରିବା ସମୟରେ ଏହାକୁ ଚୋବାଇ ପାରିବେ।

ଧ୍ୟାନ ଦିଅନ୍ତୁ

  • ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଚୁଇଙ୍ଗମ୍‌ ଖାଇଲେ ସେତେବେଳେ ଓଜନ କମିବ, ଯେତେବେଳେ ଆପଣ ନିୟମିତ ଭାବରେ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ।
  • ଏହା ସହିତ ଅଧିକ ଚୁଇଙ୍ଗମ୍‌ ଖାଇବାଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଯଦି ପାରୁଛନ୍ତି, ସୁଗାର ଫ୍ରି ଚୁଇଙ୍ଗମ୍ ଚୋବାଇବା ଅଭ୍ୟାସ କରନ୍ତୁ। କାରଣ ଅନ୍ୟ ଚୁଇଙ୍ଗମ୍‌ ତୁଳନାରେ ଏଥିରେ କମ୍‌ କ୍ୟାଲୋରୀ ରହିଥାଏ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe