Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ ‘ଛେନା ତାଡ଼ିଆ’- Chhena Tadia recipe in odia

ଆବଶ୍ୟକ ସାମଗ୍ରୀ: ଛେନା କ୍ଷୀର ଚିନି ମଇଦା ଗୁଆ ଘିଅ ଅଳେଇଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଗରମ କରି ସେଥିରେ ଚିନି ପକାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲେ ତାହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏକ ପାତ୍ରରେ ଛେନାକୁ ଭଲ ଭାବେ ଚିପୁଡ଼ି ରଖନ୍ତୁ। ଏଥିରେ ମଇଦା ମିଶାଇ ଭଲ କରି ଦଳି ବରା ଭଳି ଛୋଟ ଛୋଟ କରି ତିଆରି କରନ୍ତୁ। ବର୍ତ୍ତମାନ କରେଇରେ ଘିଅ ଗରମ କରି ଏହି ଛେନା-ମଇଦା ଗୁଳାଗୁଡ଼ିକୁ ଛାଣନ୍ତୁ। […]

ଅଦ୍ୟତନ ହୋଇଛି
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ ‘ଛେନା ତାଡ଼ିଆ’- Chhena Tadia recipe in odia

tadia

Advertisment

ଆବଶ୍ୟକ ସାମଗ୍ରୀ:

  • ଛେନା
  • କ୍ଷୀର
  • ଚିନି
  • ମଇଦା
  • ଗୁଆ ଘିଅ
  • ଅଳେଇଚ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କ୍ଷୀରକୁ ଗରମ କରି ସେଥିରେ ଚିନି ପକାନ୍ତୁ। କ୍ଷୀର ଫୁଟି ଅଧା ହୋଇଗଲେ ତାହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏକ ପାତ୍ରରେ ଛେନାକୁ ଭଲ ଭାବେ ଚିପୁଡ଼ି ରଖନ୍ତୁ। ଏଥିରେ ମଇଦା ମିଶାଇ ଭଲ କରି ଦଳି ବରା ଭଳି ଛୋଟ ଛୋଟ କରି ତିଆରି କରନ୍ତୁ। ବର୍ତ୍ତମାନ କରେଇରେ ଘିଅ ଗରମ କରି ଏହି ଛେନା-ମଇଦା ଗୁଳାଗୁଡ଼ିକୁ ଛାଣନ୍ତୁ। ବାଦାମୀ ରଙ୍ଗ ହୋଇଗଲେ କାଢ଼ି ପୂର୍ବରୁ ପ୍ରସ୍ତୁତ କ୍ଷୀରରେ ପକାନ୍ତୁ। ଏବେ ଏଥିରେ ଅଳେଇଚ ଗୁଣ୍ଡ ପକାଇ ତାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଛେନା ତାଡ଼ିଆ’।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏହା ଏକ ଭୋଗ ଅଟେ।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe