Advertisment

କଲିଜା କୁର୍‌କୁରି

ଆବଶ୍ୟକ ସାମଗ୍ରୀ: ଚିକେନ୍‌ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚାଉଳ ଚୂନା ଓ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ କଲିଜାକୁ ଭଲ ଭାବେ ଧୋଇ ରଖନ୍ତୁ। ତା’ପରେ ଏକ ପାତ୍ରରେ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏକ ତାୱାରେ ତେଲ ଗରମ କରି ମସଲା ଗୋଳା କଲିଜାକୁ ଚାଉଳ […]

author-image
Chinmayee Roy
ଅଦ୍ୟତନ ହୋଇଛି
କଲିଜା କୁର୍‌କୁରି

chkn

ଆବଶ୍ୟକ ସାମଗ୍ରୀ: ଚିକେନ୍‌ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚାଉଳ ଚୂନା ଓ ତେଲ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ କଲିଜାକୁ ଭଲ ଭାବେ ଧୋଇ ରଖନ୍ତୁ। ତା’ପରେ ଏକ ପାତ୍ରରେ କଲିଜା, ଲୁଣ, ଗରମ ମସଲା, ଅଦା-ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏକ ତାୱାରେ ତେଲ ଗରମ କରି ମସଲା ଗୋଳା କଲିଜାକୁ ଚାଉଳ ଚୂନାରେ ଗୋଳାଇ ସେକନ୍ତୁ। କାଲିଜା ଗୁଡ଼ିକର ଦୁଇପଟ ଭଲ ଭାବେ ସେକି ହୋଇ ଲାଲ୍‌ ହୋଇଗଲେ ତାହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘କଲିଜା କୁର୍‌କୁରି’।