Advertisment

ଡାଲଚିନି ଖାଇବା ଦ୍ୱାରା ବୁଝିବା ଶକ୍ତି ବୃଦ୍ଧି ପାଏ

ନ୍ୟୁୟର୍କ: ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ଓ ତା’ର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ଭାରତୀୟମାନେ ଡାଲଚିନି ବ୍ୟବହାର କରିଥାଆନ୍ତି। କିନ୍ତୁ ଡାଲଚିନିରେ ଆଉ ଏକ ଗୁଣ ରହିଥିବା ବର୍ତ୍ତମାନ ଜଣାପଡ଼ିଛି। ଆମେରିକାର ଗବେଷକଙ୍କ ମତରେ, “ଡାଲଚିନି ଖାଇବା ଦ୍ୱାରା ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ଏକ ମୂଷା ଉପରେ କରାଯାଇଥିବା ପରୀକ୍ଷା ପରେ ଜଣାପଡ଼ିଛି। ଯେଉଁ ବ୍ୟକ୍ତି ଶିଖିବା ଓ ବୁଝିବାରେ ଦୁର୍ବଳ ଥାଏ ଡାଲଚିନି ଖାଇବା ଦ୍ୱାରା ଏହା ତା’ପାଇଁ ସହଜ ହୋଇଥାଏ।” […]

ଅଦ୍ୟତନ ହୋଇଛି
ଡାଲଚିନି ଖାଇବା ଦ୍ୱାରା ବୁଝିବା ଶକ୍ତି ବୃଦ୍ଧି ପାଏ

dalchin

Advertisment

ନ୍ୟୁୟର୍କ: ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ଓ ତା’ର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ଭାରତୀୟମାନେ ଡାଲଚିନି ବ୍ୟବହାର କରିଥାଆନ୍ତି। କିନ୍ତୁ ଡାଲଚିନିରେ ଆଉ ଏକ ଗୁଣ ରହିଥିବା ବର୍ତ୍ତମାନ ଜଣାପଡ଼ିଛି।

Advertisment

ଆମେରିକାର ଗବେଷକଙ୍କ ମତରେ, “ଡାଲଚିନି ଖାଇବା ଦ୍ୱାରା ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ଏକ ମୂଷା ଉପରେ କରାଯାଇଥିବା ପରୀକ୍ଷା ପରେ ଜଣାପଡ଼ିଛି। ଯେଉଁ ବ୍ୟକ୍ତି ଶିଖିବା ଓ ବୁଝିବାରେ ଦୁର୍ବଳ ଥାଏ ଡାଲଚିନି ଖାଇବା ଦ୍ୱାରା ଏହା ତା’ପାଇଁ ସହଜ ହୋଇଥାଏ।”

ଗବେଷକଙ୍କ ଅନୁସାରେ,“ ଦୁର୍ବଳ ବ୍ୟକ୍ତିଙ୍କ ମସ୍ତିଷ୍କରେ ସିଆରଇବି (ଶିଖିବା ଓ ସ୍ମୃତି ଶକ୍ତି ବଢାଇବା ପ୍ରୋଟିନ୍) ମାତ୍ରା କମ୍ ରହିଥାଏ। ଡାଲଚିନି ଖାଇବା ଦ୍ୱାରା ସିଆରଇବିର ମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe