Advertisment

ଖରାଦିନେ ଫ୍ରେସ୍‌ ରହିବାକୁ ଚାହୁଁଛନ୍ତି କି: ସମୟ ମିଳିଲେ ଚଢନ୍ତୁ ସିଡି

ଖରା ଦିନରେ ଆପଣ ଫ୍ରେସ ରହିବାକୁ ଚାହୁଁଛନ୍ତି କି। ତେବେ ସିଡି ଚଢିବା ଅଭ୍ୟାସ ରଖନ୍ତୁ। ଦିନକୁ ଅତିକମରେ ୧୦ ମିନିଟ ସିଡି ଚଢିବା ଦ୍ୱାରା ଶରୀର ତାଜା ରହିଥାଏ। ଅମେରିକାର ଜର୍ଜିଆ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ବ୍ୟାୟାମ ଦ୍ୱାରା ଶରୀର ଯେତିକ ଫିଟ୍‌ ରହିଥାଏ ଫ୍ରୁଟ ଖାଇଲେ ମଧ୍ୟ ସେହି ଅନୁସାରେ ଶରୀର ଫିଟ୍‌ ରହି ନ ଥାଏ। ଅଫିସରେ କର୍ମଚାରୀମାନେ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖରାଦିନେ ଫ୍ରେସ୍‌ ରହିବାକୁ ଚାହୁଁଛନ୍ତି କି: ସମୟ ମିଳିଲେ ଚଢନ୍ତୁ ସିଡି

sssss

ଖରା ଦିନରେ ଆପଣ ଫ୍ରେସ ରହିବାକୁ ଚାହୁଁଛନ୍ତି କି। ତେବେ ସିଡି ଚଢିବା ଅଭ୍ୟାସ ରଖନ୍ତୁ। ଦିନକୁ ଅତିକମରେ ୧୦ ମିନିଟ ସିଡି ଚଢିବା ଦ୍ୱାରା ଶରୀର ତାଜା ରହିଥାଏ। ଅମେରିକାର ଜର୍ଜିଆ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଏହା ଜଣାପଡିଛି।

Advertisment

ଏହି ରିପୋର୍ଟରେ କୁହାଯାଇଛି ଯେ ବ୍ୟାୟାମ ଦ୍ୱାରା ଶରୀର ଯେତିକ ଫିଟ୍‌ ରହିଥାଏ ଫ୍ରୁଟ ଖାଇଲେ ମଧ୍ୟ ସେହି ଅନୁସାରେ ଶରୀର ଫିଟ୍‌ ରହି ନ ଥାଏ।

ଅଫିସରେ କର୍ମଚାରୀମାନେ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ବସି କାମ କରୁଥିବା ବେଳେ ମାନସିକ ଓ ଶାରୀରିକ ସ୍ତରରେ ସେମାନେ ଫିଟ୍‌ ରହି ନ ଥାନ୍ତି ତେଣୁ ଅଫିସରେ ଲିଫ୍‌ଟ ବଦଳରେ ସିଡି ଚଢିଲେ ଶରୀର ଫିଟ୍‌ ରହିବା ସହ କାମରେ ମଧ୍ୟ ମନ ଲାଗିଥାଏ। ତେଣୁ ଯେତେବେଳେ ବି ସମୟ ମିଳିଛୁ ସେହି ସମୟରେ ଲିଫ୍ଟ୍‌ ବଦଳରେ ସିଡି ଚଢିଲେ ଆପଣ ଅଧିକ ଫ୍ରେସ୍‌ ଅନୁଭବ କରିବେ।

Advertisment