ଖରା ଦିନରେ ଆପଣ ଫ୍ରେସ ରହିବାକୁ ଚାହୁଁଛନ୍ତି କି। ତେବେ ସିଡି ଚଢିବା ଅଭ୍ୟାସ ରଖନ୍ତୁ। ଦିନକୁ ଅତିକମରେ ୧୦ ମିନିଟ ସିଡି ଚଢିବା ଦ୍ୱାରା ଶରୀର ତାଜା ରହିଥାଏ। ଅମେରିକାର ଜର୍ଜିଆ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରୁ ଏହା ଜଣାପଡିଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ବ୍ୟାୟାମ ଦ୍ୱାରା ଶରୀର ଯେତିକ ଫିଟ୍ ରହିଥାଏ ଫ୍ରୁଟ ଖାଇଲେ ମଧ୍ୟ ସେହି ଅନୁସାରେ ଶରୀର ଫିଟ୍ ରହି ନ ଥାଏ।
ଅଫିସରେ କର୍ମଚାରୀମାନେ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ବସି କାମ କରୁଥିବା ବେଳେ ମାନସିକ ଓ ଶାରୀରିକ ସ୍ତରରେ ସେମାନେ ଫିଟ୍ ରହି ନ ଥାନ୍ତି ତେଣୁ ଅଫିସରେ ଲିଫ୍ଟ ବଦଳରେ ସିଡି ଚଢିଲେ ଶରୀର ଫିଟ୍ ରହିବା ସହ କାମରେ ମଧ୍ୟ ମନ ଲାଗିଥାଏ। ତେଣୁ ଯେତେବେଳେ ବି ସମୟ ମିଳିଛୁ ସେହି ସମୟରେ ଲିଫ୍ଟ୍ ବଦଳରେ ସିଡି ଚଢିଲେ ଆପଣ ଅଧିକ ଫ୍ରେସ୍ ଅନୁଭବ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...