ଥଣ୍ଡା ପାଣି ପିଉଛନ୍ତି କି? ତେବେ ସାବଧାନ!

ଜଳ ହିଁ ଜୀବନ। ଆଉ ଖରାଦିନେ ସାଧାରଣତଃ ଜଳର ଆବଶ୍ୟକତା ଅଧିକ ରହିଥାଏ। ଘର ହେଉ ଅବା ବାହାରେ, ପାଖରେ ପାଣି ଥିଲେ ଖରାର ପ୍ରକୋପକୁ ଡର ନଥାଏ। ବେଳେବେଳେ ଅତ୍ୟଧିକ ଗରମ ଯୋଗୁ ଆମେ ଥଣ୍ଡା ପାଣି ପିଇବାକୁ ଭଲପାଉ। ହେଲେ ଥଣ୍ଡା ପାଣି ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ କେବେ ଚିନ୍ତା କରି ନ ଥାଉ। ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ କଣ ସବୁ […]

chilled-water_620x350_41493276453 (1)

chilled-water_620x350_41493276453 (1)

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 10:06 PM IST

Sports

Latest News

ଜଳ ହିଁ ଜୀବନ। ଆଉ ଖରାଦିନେ ସାଧାରଣତଃ ଜଳର ଆବଶ୍ୟକତା ଅଧିକ ରହିଥାଏ। ଘର ହେଉ ଅବା ବାହାରେ, ପାଖରେ ପାଣି ଥିଲେ ଖରାର ପ୍ରକୋପକୁ ଡର ନଥାଏ। ବେଳେବେଳେ ଅତ୍ୟଧିକ ଗରମ ଯୋଗୁ ଆମେ ଥଣ୍ଡା ପାଣି ପିଇବାକୁ ଭଲପାଉ। ହେଲେ ଥଣ୍ଡା ପାଣି ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ କେବେ ଚିନ୍ତା କରି ନ ଥାଉ। ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ କଣ ସବୁ କ୍ଷତି ହୋଇଥାଏ।

୧- ଥଣ୍ଡା ପାଣି ହୃଦୟର ଗତି କୁ କମ୍ କରିବା ସହ ଭାଗସ ନର୍ଭକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ହୃଦୟର ଗତି କମ ହୋଇଯ଼ାଇଥାଏ। .

୨- ଥଣ୍ଡା ପାଣି ପେଟ ଜନିତ ସମସ୍ୟାକୁ ବଢାଇବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟିକରେ।

୩- ଥଣ୍ଡା ପାଣି ପିଇବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇଥାଏ। ଏହାସହ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

୪- ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହେବା ସହ ଶ୍ୱାସନଳୀରେ ମ୍ୟୁକ୍ସା ନାମକ ଏକ ସୁରକ୍ଷା ସ୍ତର ଜମା ହୋଇଯ଼ାଏ, ଯାହା ଗଳାକୁ ଖରାପ କରିଥାଏ।

୫- ଥଣ୍ଡା ପାଣି ଖାଦ୍ୟରୁ ମିଳୁଥିବା ପୃଷ୍ଟିକର ଅଂଶ ଉପରେ ପ୍ରଭାବ ପକାଇଥାଏ। ସାଧାରଣତଃ ମନୁଷ୍ୟ ଶରୀରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥାଏ। ହେଲେ ଥଣ୍ଡା ପାଣି ପିଇବା ଫଳରେ ଶରୀରର ତାପମାତ୍ରା କମିବା ଦ୍ୱାରା ଅନେକ ସମସ୍ୟା ଦେଖା ଦେଇଥାଏ ।

News Picture Courtesy – ndtv

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story