Advertisment

ଶରୀର ପାଇଁ ଅତି ହିତକର ‘ବନ୍ଧାକୋବି’

ଭୁବନେଶ୍ୱର: ଆମ ଦେଶରେ ଉପଲବ୍ଧ ଅନେକ ପନିପରିବା ମଧ୍ୟରୁ ଅନ୍ୟତମ ହେଉଛି ବନ୍ଧା କୋବି। ଏଥିରେ ଭିଟାମିନ୍‌ କେ, ଭିଟାମିନ୍‌ ସି, ଭିଟାମିନ୍‌ ବି୬, କାଲିସିୟମ, ଆଇରନ୍‌, ଜିଙ୍କ, ସୋଡିୟମ ପରି ବହୁ ମିନେରାଲ ଭରି ରହିଛି। ନିୟମିତ ଭାବେ ବନ୍ଧାକୋବି ଖାଇଲେ ମୋଟାପଣ, ଡାଏବେଟିସ୍‌ ଓ ହୃଦରୋଗରୁ ମୁକ୍ତି ମିଳିଥାଏ। ଏହାସହ ଏହାକୁ ରେଡିଏସନ୍‌ ଥେରାପିରେ ତ୍ୱଚାର ସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ। ବନ୍ଧାକୋବିରେ ପ୍ରଚୁର ପରିମାଣରେ ସଲଫର(ସଲଫରେଫେନ୍‌) ଥିବାରୁ ଏହା କ୍ୟାନ୍‌ସର ପରି ମହାମାରୀକୁ […]

ଅଦ୍ୟତନ ହୋଇଛି
ଶରୀର ପାଇଁ ଅତି ହିତକର ‘ବନ୍ଧାକୋବି’

cabbage

Advertisment

ଭୁବନେଶ୍ୱର: ଆମ ଦେଶରେ ଉପଲବ୍ଧ ଅନେକ ପନିପରିବା ମଧ୍ୟରୁ ଅନ୍ୟତମ ହେଉଛି ବନ୍ଧା କୋବି। ଏଥିରେ ଭିଟାମିନ୍‌ କେ, ଭିଟାମିନ୍‌ ସି, ଭିଟାମିନ୍‌ ବି୬, କାଲିସିୟମ, ଆଇରନ୍‌, ଜିଙ୍କ, ସୋଡିୟମ ପରି ବହୁ ମିନେରାଲ ଭରି ରହିଛି।

Advertisment

ନିୟମିତ ଭାବେ ବନ୍ଧାକୋବି ଖାଇଲେ ମୋଟାପଣ, ଡାଏବେଟିସ୍‌ ଓ ହୃଦରୋଗରୁ ମୁକ୍ତି ମିଳିଥାଏ। ଏହାସହ ଏହାକୁ ରେଡିଏସନ୍‌ ଥେରାପିରେ ତ୍ୱଚାର ସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ।

ବନ୍ଧାକୋବିରେ ପ୍ରଚୁର ପରିମାଣରେ ସଲଫର(ସଲଫରେଫେନ୍‌) ଥିବାରୁ ଏହା କ୍ୟାନ୍‌ସର ପରି ମହାମାରୀକୁ ମଧ୍ୟ ଦୂର କରିପାରେ। କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ସେବନ କରିବା ଉଚିତ।

Advertisment

ନିୟମିତ ଭାବେ ଦରସିଝା ବନ୍ଧାକୋବି ଖାଇଲେ ରକ୍ତଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ କହନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe