ନୂଆ ବୋହୂଙ୍କ ପାଇଁ ଘରକରଣା ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ନୂଆ ବିବାହ କରିଥିବା ଝିଅ ଶାଶୂଘରେ ଟିକେ ଅସହଜ ହୋଇପଡେ। ସବୁ କଥାରେ ଭୁଲ୍‌ ଭଟକା କରିପକାଏ। କେତେବେଳେ ତରବର ହୋଇ ତ କେତେବେଳେ ଡ଼ରିଡ଼ରି। ଏଣୁ ଆମେ ଆଜି ସେଇ ନୂଆ ବୋହୂମାନଙ୍କ ପାଇଁ କିଛି ଘରକରଣା ଟିପ୍ସ କହିବୁ ଯିଏ ରୋଷେଇ କଲା ବେଳେ ଶାଶୂଘର ଲୋକଙ୍କ ପସନ୍ଦ ଜାଣି ନ ଥାନ୍ତି ଆଉ ଡରୁଥାନ୍ତି ଖାଇବା ଖରାପ୍‌ ହୋଇଯିବ ବୋଲି। ଆମ ଟିପ୍ସକୁ ପଢିଲେ ଭାବୁଛୁ ଶାଶୂଘରେ ଆପଣ […]

vb7

vb7

Mihir Pattnayak
  • Published: Saturday, 22 December 2018
  • Updated: 22 December 2018, 07:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ନୂଆ ବିବାହ କରିଥିବା ଝିଅ ଶାଶୂଘରେ ଟିକେ ଅସହଜ ହୋଇପଡେ। ସବୁ କଥାରେ ଭୁଲ୍‌ ଭଟକା କରିପକାଏ। କେତେବେଳେ ତରବର ହୋଇ ତ କେତେବେଳେ ଡ଼ରିଡ଼ରି। ଏଣୁ ଆମେ ଆଜି ସେଇ ନୂଆ ବୋହୂମାନଙ୍କ ପାଇଁ କିଛି ଘରକରଣା ଟିପ୍ସ କହିବୁ ଯିଏ ରୋଷେଇ କଲା ବେଳେ ଶାଶୂଘର ଲୋକଙ୍କ ପସନ୍ଦ ଜାଣି ନ ଥାନ୍ତି ଆଉ ଡରୁଥାନ୍ତି ଖାଇବା ଖରାପ୍‌ ହୋଇଯିବ ବୋଲି। ଆମ ଟିପ୍ସକୁ ପଢିଲେ ଭାବୁଛୁ ଶାଶୂଘରେ ଆପଣ ଦିନ ବେଶ୍‌ ଖୁସିରେ କଟିବ ଆଉ ସମସ୍ତେ ଆପଣଙ୍କୁ ଶ୍ରଦ୍ଧା କରିବେ।

  •  ଯଦି ଆପଣ ଘରେ ଡାଲମା କରିବା ସମୟରେ କଞ୍ଚା କଦଳୀ ପକାଇଲେ, ଡାଲ୍‌ମା କଳା ପଡୁଛି, ତେବେ କଞ୍ଚା କଦଳୀକୁ କାଟି ତାକୁ ହଳଦୀ ପାଣିରେ ପକାଇ ଦିଅନ୍ତୁ । ପରେ ଏହାକୁ ଛାଣି ଡାଲମାରେ ବ୍ୟବହାର କରନ୍ତୁ । ଦେଖିବେ ଡାଲମା କଳା ପଡ଼ିବ ନାହିଁ ।
  • ମାଛ ମଞ୍ଜିରେ କୌଣସି ବ୍ୟଞ୍ଜନ ତିଆରି କରିବା ସମୟରେ ଏହାକୁ ଖାଲି ନ ଭାଜି ସେଥିରେ ଅଳ୍ପ ବେସନ, ଚୂନାଚୂନା କଟା ପିଆଜ ଓ କଞ୍ଚାଲଙ୍କା ଗୋଳାଇ ଭାଜନ୍ତୁ । ଦେଖିବେ ଏହା ଅଧିକ ସ୍ୱାଦଯୁକ୍ତ ହେବ ।
  • ଫୁଲକୋବିରୁ ପୋକ ବାହାର କରିବା ପାଇଁ ଏହାକୁ  ଛୋଟ ଛୋଟ ଆକାରରେ କାଟି ନଖ ଉଷୁମ ହଳଦୀ ପାଣିରେ ପକାନ୍ତୁ । ଯଦି ଏଥିରେ କୌଣସି ପୋକ ଥିବ ତେବେ ବାହାରି ଯିବେ ।
  • କଲରାର ପିତା ଅଂଶକୁ କମାଇବାକୁ ଚାହୁଁଥିଲେ ପ୍ରଥମେ ହଳଦୀ ଓ ଲୁଣ ପାଣିରେ କଲରାକୁ ଅଳ୍ପ ଶିଝାଇ ସେ ପାଣିକୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ତେଲ ଗରମ କରି କଲରାକୁ ଭଲ ଭାବେ ଭାଜନ୍ତୁ । ଭଜା ଶେଷରେ ଅଳ୍ପ ଜିରା ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ।
  • ଭେଣ୍ଡିରେ ଲାଳୁଆ ଅଂଶ କମାଇବାକୁ ଚାହୁଁଥିଲେ,  ଭାଜିବା ସମୟରେ ସେଥିରେ ଅଳ୍ପ ଲେମ୍ୱୁ ଚିପୁଡ଼ି ଦିଅନ୍ତୁ । ଦେଖିବେ ଭେଣ୍ଡି ଲାଳୁଆ ହେବନାହିଁ ଏବଂ ଭଲ ଭାବେ ଭାଜି ହୋଇଯିବ ।
  • ଆପଣ ଲେମ୍ବୁକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଥିଲେ ଗୋଟିଏ ପାତ୍ରରେ ପାଣି ଦେଇ ସେଥିରେ ଗୋଟା ଲେମ୍ବୁକୁ ରଖି ଫ୍ରିଜ୍‍ରେ ରଖନ୍ତୁ । ଲେମ୍ବୁ ବହୁତ ଦିନ ପର୍ଯ୍ୟନ୍ତ ସତେଜ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story