Advertisment

ମଧୁମେହ, ହୃଦ୍‌ରୋଗରୁ ରକ୍ଷା କରେ ଚକଲେଟ୍‌ !

ଭୁବନେଶ୍ୱର: ଚକ୍‌ଲେଟ୍‌ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି  ଯେ ଗାଢ଼ ରଙ୍ଗର ଏକ ଚକ୍‌ଲେଟ୍‌ର କିଛି ଅଂଶ ଖାଇବା ଦ୍ୱାରା  ମଧୁମେହ ଓ ହୃଦ୍‌ରୋଗ ହେବାର ଆଶଙ୍କା କମିଥାଏ। ୧୮ରୁ ୬୯ ବର୍ଷ ବୟସ୍କ ୧,୧୫୩ ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ ଯାଇଥିଲା। ସେମାନଙ୍କୁ ପ୍ରତିଦିନ ୧୦୦ଗ୍ରାମ୍ ଚକଲେଟ୍‌ ଖାଇବାକୁ ଦିଆଗଲା ପରେ ଜଣାଗଲା ସେମାନଙ୍କ ଶରୀରରେ ଇନ୍‌ସୁଲିନ୍ ପ୍ରତିରୋଧ ଶକ୍ତି ହ୍ରାସ ଘଟିବା ସହ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମଧୁମେହ, ହୃଦ୍‌ରୋଗରୁ ରକ୍ଷା କରେ ଚକଲେଟ୍‌ !

chocolate

ଭୁବନେଶ୍ୱର: ଚକ୍‌ଲେଟ୍‌ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି  ଯେ ଗାଢ଼ ରଙ୍ଗର ଏକ ଚକ୍‌ଲେଟ୍‌ର କିଛି ଅଂଶ ଖାଇବା ଦ୍ୱାରା  ମଧୁମେହ ଓ ହୃଦ୍‌ରୋଗ ହେବାର ଆଶଙ୍କା କମିଥାଏ। ୧୮ରୁ ୬୯ ବର୍ଷ ବୟସ୍କ ୧,୧୫୩ ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ ଯାଇଥିଲା। ସେମାନଙ୍କୁ ପ୍ରତିଦିନ ୧୦୦ଗ୍ରାମ୍ ଚକଲେଟ୍‌ ଖାଇବାକୁ ଦିଆଗଲା ପରେ ଜଣାଗଲା ସେମାନଙ୍କ ଶରୀରରେ ଇନ୍‌ସୁଲିନ୍ ପ୍ରତିରୋଧ ଶକ୍ତି ହ୍ରାସ ଘଟିବା ସହ ଲିଭର୍‌ ଏଞ୍ଜାଇମ୍‌ରେ ସୁଧାର ଆସିଥିଲା।

Advertisment

ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ ନ୍ୟୁଟ୍ରିସନ୍‌ରେ ଏହି ଗବେଷଣାର ଫଳ ପ୍ରକାଶିତ ହୋଇଥିଲା। କୋକୋଆରୁ ପ୍ରସ୍ତୁତ ସାମଗ୍ରୀ କାର୍ଡିଓ ମେଟାବଲିକ୍ ଶକ୍ତଶରୀରକୁ ସୁସ୍ଥ ରଖିଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି।