Advertisment

Bedroom Decor Tips: ଆପଣଙ୍କ ବେଡ୍‌ ରୁମ୍‌କୁ ଆକର୍ଷଣୀୟ ପାଇଁ ଏମିତି ସଜାନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବେଡ୍‌ରୁମ୍‌ ଘରର ସବୁଠାରୁ ସୁଖଦ ସ୍ଥାନ। ଏଇଠି ଆମେ ବିଶ୍ରାମ ନେଇଥାଉ ଏବଂ ଆରାମ ବି କରିଥାଉ।ତେଣୁ ଶୋଇବା ଘରକୁ ଏପରି ସଜାନ୍ତୁ ଯାହା ଆପଣଙ୍କ ଦିନଯାକର ଥକାପଣ ଏବଂ ଚାପକୁ ଦୂରେଇ ଦେଇପାରିବ। ଯେଉଁଠି ଆପଣ ଆନନ୍ଦରେ ଦିନ ଗୁଡ଼ିକୁ ବିତେଇପାରିବେ। ଯଦି ଆପଣ ଏକା ନରହି ପାର୍ଟନର୍‌ଙ୍କ ସହ ରହୁଛନ୍ତି ତେବେ ଆପଣ ଏହାକୁ ସଜାଇବାରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଏହି ବେଡ୍‌ ରୁମ୍‌କୁ ଉଚିତ୍ ଢଙ୍ଗରେ ସଜାଇବାକୁ […]

ଅଦ୍ୟତନ ହୋଇଛି
Bedroom Decor Tips: ଆପଣଙ୍କ ବେଡ୍‌ ରୁମ୍‌କୁ ଆକର୍ଷଣୀୟ ପାଇଁ ଏମିତି ସଜାନ୍ତୁ

b11

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବେଡ୍‌ରୁମ୍‌ ଘରର ସବୁଠାରୁ ସୁଖଦ ସ୍ଥାନ। ଏଇଠି ଆମେ ବିଶ୍ରାମ ନେଇଥାଉ ଏବଂ ଆରାମ ବି କରିଥାଉ।ତେଣୁ ଶୋଇବା ଘରକୁ ଏପରି ସଜାନ୍ତୁ ଯାହା ଆପଣଙ୍କ ଦିନଯାକର ଥକାପଣ ଏବଂ ଚାପକୁ ଦୂରେଇ ଦେଇପାରିବ। ଯେଉଁଠି ଆପଣ ଆନନ୍ଦରେ ଦିନ ଗୁଡ଼ିକୁ ବିତେଇପାରିବେ। ଯଦି ଆପଣ ଏକା ନରହି ପାର୍ଟନର୍‌ଙ୍କ ସହ ରହୁଛନ୍ତି ତେବେ ଆପଣ ଏହାକୁ ସଜାଇବାରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ଏହି ବେଡ୍‌ ରୁମ୍‌କୁ ଉଚିତ୍ ଢଙ୍ଗରେ ସଜାଇବାକୁ ଚାହୁଁଛନ୍ତି ତେବେ ଆପଣ କିଛି ଟିପ୍ସ ମଧ୍ୟ ଆପଣାଇପାରିବେ। ତେବେ ପଢ଼ନ୍ତୁ।

Advertisment

କିଡ୍ଡୋ ରୁମ୍‌

kido bedroom

ଆପଣ ଯଦି ସିଙ୍ଗଲ୍‌ ଅଛନ୍ତି ଆଉ ଆପଣ ଖେଳନା ବା ବିଭିନ୍ନ ପ୍ରକାର ଟେଡିକୁ ଭଲ ପାଆନ୍ତି ତାହେଲେ ଆପଣ ଖେଳଣାରେ ଆପଣଙ୍କ ବେଡ୍‌ରୁମ୍‌କୁ ସଜାଇ ପାରିବେ।

କ୍ଲାସିକ୍‌ ବେଡ୍‌ରୁମ୍‌

publive-image

କ୍ଲାସିକ୍‌ ବେଡ୍‌ ରୁମ୍‌ କହିଲେ ଏକଦମ୍‌  ସାଧାରଣ। ଯେଉଁ ରୁମ୍‌କୁ  ସୂର୍ଯ୍ୟ କିରଣ ପଡ଼ିପାରୁଥିବ। ଏମିତି ହେଲେ ଆପଣଙ୍କ ବେଡ୍‌ରୁମ୍‌ ସବୁବେଳେ ଫ୍ରେସ୍‌ ଲାଗିବ।

Advertisment

ରାଜ୍‌କୁମାରୀ ଭଳି ବେଡ୍‌ରୁମ୍

publive-image

ଯଦି ଆପଣ ନିଜକୁ ଖାସ୍‌ ଭାବୁଥାନ୍ତି ତାହାଲେ ଆପଣଙ୍କ ବେଡ୍‌ରୁମ୍‌କୁ ମଧ୍ୟ ଖାସ୍‌ ଭଳି ସଜାନ୍ତୁ। ଆପଣ ଏହି ଫଟୋ ଦେଖି ଆପଣଙ୍କ ବେଡ୍‌ରୁମ୍‌ ସଜାଇ ପାରିବେ।

ଫୁଲ ଡିଜାଇନ୍‌ ଭଳି ବେଡ୍‌ରୁମ୍‌

floral bedroom

ଆପଣ ବିଭିନ୍ନ ପ୍ରକାର ଫୁଲ ଡିଜାଇନ୍‌ ଭଳି ବେଡ୍‌ସିଟ୍‌ ଆଣି ଆପଣଙ୍କ ରୁମ୍‌କୁ ସଜାଇ ପାରିବେ।

ମୁଗଲ୍‌ ଷ୍ଟାଇଲ୍‌ ବେଡ୍‌ରୁମ୍‌

Mughal style bedroom
ମୁଗଲ ଷ୍ଟାଇଲ୍‌ ବେଡ୍‌ରୁମ୍‌ରେ ସିଲ୍କ ଚାଦର ଏବଂ ପରଦା ଆହୁରି ଆକର୍ଷଣ ଦେଖାଯାଏ। ଯଦି ଆପଣ ପରଦା ସହ ପଲଙ୍କରେ ମଧ୍ୟ ସିଲ୍କ ବେଡ୍‌ସିଟ୍‌ ପକାଇବେ ଏହା ଆପଣଙ୍କୁ ଏକ ଅଲଗା ଅନୁଭବ ଦେବ।

Household Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe