Advertisment

କବଳିତ କରୁଛି ଡିପ୍ରେସନ୍, ମାନୁନି ବୟସ; ଜାଣନ୍ତୁ ଏହାର କାରଣ

ଆଜିକାଲି ଡିପ୍ରେସନ୍‌ ବଡ଼ ସମସ୍ୟା ହୋଇ ଗଲାଣି। ସମସ୍ତେ ଏହାର ଶିକାର ହେଉଛନ୍ତି। ଯୁବକଯୁବତୀମାନେ  ମଧ୍ୟ ଏହାର ଶିକାର ହୋଇଛନ୍ତି। ବୟସ୍କମାନେ ଡିପ୍ରେସନ୍‌ର ଶିକାର ହେବାର କାରଣ ହେଉଛି ଏକୁଟିଆପଣ, କିନ୍ତୁ ଯୁବକଯୁବତୀମାନେ କାହିଁକି ଡିପ୍ରେସନ୍‌ର ଶିକାର ହୁଅନ୍ତି ଆସନ୍ତୁ ଜାଣିବା। ପାଠ ପଢ଼ାର ବୋଝ: ଆଜିକାଲି କମ୍ ବୟସର ପିଲା ଓ କଲେଜ ଯାଉଥିବା ଯୁବକଯୁବତୀଙ୍କ ଉପରେ ପାଠପଢ଼ା ଓ କ୍ୟାରିୟର ବନାଇବାର ବୋଝ ବହୁତ ପରିମାଣରେ ବଢ଼ିଯାଇଛି। କେଉଁ ପିଲାମାନେ ପାଠପଢ଼ାରେ ସେମାନଙ୍କଠାରୁ ଆଗେଇ […]

ଅଦ୍ୟତନ ହୋଇଛି
କବଳିତ କରୁଛି ଡିପ୍ରେସନ୍, ମାନୁନି ବୟସ; ଜାଣନ୍ତୁ ଏହାର କାରଣ

depresn,,

Advertisment

ଆଜିକାଲି ଡିପ୍ରେସନ୍‌ ବଡ଼ ସମସ୍ୟା ହୋଇ ଗଲାଣି। ସମସ୍ତେ ଏହାର ଶିକାର ହେଉଛନ୍ତି। ଯୁବକଯୁବତୀମାନେ  ମଧ୍ୟ ଏହାର ଶିକାର ହୋଇଛନ୍ତି। ବୟସ୍କମାନେ ଡିପ୍ରେସନ୍‌ର ଶିକାର ହେବାର କାରଣ ହେଉଛି ଏକୁଟିଆପଣ, କିନ୍ତୁ ଯୁବକଯୁବତୀମାନେ କାହିଁକି ଡିପ୍ରେସନ୍‌ର ଶିକାର ହୁଅନ୍ତି ଆସନ୍ତୁ ଜାଣିବା।

Advertisment

ପାଠ ପଢ଼ାର ବୋଝ:

ଆଜିକାଲି କମ୍ ବୟସର ପିଲା ଓ କଲେଜ ଯାଉଥିବା ଯୁବକଯୁବତୀଙ୍କ ଉପରେ ପାଠପଢ଼ା ଓ କ୍ୟାରିୟର ବନାଇବାର ବୋଝ ବହୁତ ପରିମାଣରେ ବଢ଼ିଯାଇଛି। କେଉଁ ପିଲାମାନେ ପାଠପଢ଼ାରେ ସେମାନଙ୍କଠାରୁ ଆଗେଇ ଗଲେ ସେମାନେ ସେହି କଥାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଫଳରେ ସେମାନେ ଡିପ୍ରେସନର ଶିକାର ହୁଅନ୍ତି।

ସଂପର୍କର ପ୍ରଭାବ:

ଆଜିକାଲି କମ୍‌ ବୟସରେ ପିଲାଙ୍କର ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ରହୁଛି। ଏହା ସାଧାରଣ କଥା ହୋଇଗଲାଣି। ଯେତେବେଳେ ସେମାନଙ୍କ ମଧ୍ୟରେ ସଂପର୍କ ଭଲ ରହୁଛି ସେମାନେ ଭଲରେ ରହୁଛନ୍ତି। ଯେତେବେଳେ ସଂପର୍କରେ ଫାଟ ସୃଷ୍ଟି ହେଉଛି ଡିପ୍ରେସ୍‌ନରେ ଶିକାର ହେଉଛନ୍ତି। ଏକ ତରଫା ପ୍ରେମ ହିଁ ଡ୍ରିପେସନର କାରଣ ହୋଇଥାଏ।

Advertisment

ବର୍ଦ୍ଧିତ ପ୍ରତିଯୋଗିତା:

ସ୍କୁଲ୍, କଲେଜ୍ ହେଉ ଅବା ଅଫିସ୍‌ ଆଜିକାଲି ସବୁଠି ପ୍ରତିଯୋଗିତା ଦେଖିବାକୁ ମିଳୁଛି। ସମସ୍ତେ ନିଜର ଦକ୍ଷତାକୁ ପ୍ରମାଣିତ କରିବାରେ ଲାଗି ପଡ଼ିଛନ୍ତି। ଏମିତିରେ ଦୁର୍ବଳ ଛାତ୍ରଛାତ୍ରୀ ଓ କର୍ମଚାରୀ ବୁଝିପାରୁନାହାନ୍ତି ଭଲ କରିବା ପାଇଁ ସେମାନଙ୍କୁ କ’ଣ କରିବାକୁ ପଡ଼ିବ। ତେଣୁ ଡିପ୍ରେସନର ଶିକାର ହେଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe