ଆମ ସମାଜରେ ରହିଛି ଅନେକ ପରମ୍ପରା। ତା’ ମଧ୍ୟରେ ରହିଛି ଗୁଡ଼ାଏ ଅଜବ ପ୍ରଥା। ହିମାଚଳ ପ୍ରଦେଶର ଏମିତି ଏକ ଅଜବ ପ୍ରଥା ଚାଲି ଆସିଛି ଅନେକ ବର୍ଷରୁ। ଏହି ପ୍ରଥା ଅନୁଯାୟୀ ଏଠାରେ ମହିଳାମାନେ ବର୍ଷରେ ଏକ ସମୟରେ ପାଞ୍ଚ ଦିନ ନିର୍ବସ୍ତ୍ର ରହନ୍ତି। ଏହି ସମୟରେ ସେମାନେ କାହା ସହିତ କଥା ହୁଅନ୍ତି ନାହିଁ।
ଏଭଳି ପ୍ରଥା ପଛରେ ରହିଛି ଅଜବ କାହାଣୀ। ଲୋକଙ୍କ କହିବା କଥା ହେଉଛି ବର୍ଷା ଦିନରେ ସେମାନଙ୍କ ଗାଁକୁ ଭଗବାନ ଆସନ୍ତି। ସେତେବେଳେ ପୁରୁଷ ଓ ନାରୀମାନେ ମଜା କରୁଥିବା ଦେଖିଲେ ସେ ରାଗି ଯିବେ ଓ ପ୍ରଳୟ କରି ଦେବେ।
ଏହି ଭୟରେ ସବୁ ବର୍ଷ ମହିଳାମାନେ ଏହି ପ୍ରଥା ପାଳନ କରି ଆସୁଛନ୍ତି। ମହିଳାମାନେ ୫ ଦିନ ପର୍ଯ୍ୟନ୍ତ ନିବସ୍ତ୍ର ରହିବା ସହିତ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରହନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...