Advertisment

ଅଜବ ପରମ୍ପରା; ବର୍ଷରେ ୫ ଦିନ ନିର୍ବସ୍ତ୍ର ରହନ୍ତି ମହିଳା

ଆମ ସମାଜରେ ରହିଛି ଅନେକ ପରମ୍ପରା। ତା’ ମଧ୍ୟରେ ରହିଛି ଗୁଡ଼ାଏ ଅଜବ ପ୍ରଥା। ହିମାଚଳ ପ୍ରଦେଶର ଏମିତି ଏକ ଅଜବ ପ୍ରଥା ଚାଲି ଆସିଛି ଅନେକ ବର୍ଷରୁ। ଏହି ପ୍ରଥା ଅନୁଯାୟୀ ଏଠାରେ ମହିଳାମାନେ ବର୍ଷରେ ଏକ ସମୟରେ ପାଞ୍ଚ ଦିନ ନିର୍ବସ୍ତ୍ର ରହନ୍ତି। ଏହି ସମୟରେ ସେମାନେ କାହା ସହିତ କଥା ହୁଅନ୍ତି ନାହିଁ। ଏଭଳି ପ୍ରଥା ପଛରେ ରହିଛି ଅଜବ କାହାଣୀ। ଲୋକଙ୍କ କହିବା କଥା ହେଉଛି ବର୍ଷା ଦିନରେ ସେମାନଙ୍କ ଗାଁକୁ […]

ଅଜବ ପରମ୍ପରା; ବର୍ଷରେ ୫ ଦିନ ନିର୍ବସ୍ତ୍ର ରହନ୍ତି ମହିଳା

women

Advertisment

ଆମ ସମାଜରେ ରହିଛି ଅନେକ ପରମ୍ପରା। ତା’ ମଧ୍ୟରେ ରହିଛି ଗୁଡ଼ାଏ ଅଜବ ପ୍ରଥା। ହିମାଚଳ ପ୍ରଦେଶର ଏମିତି ଏକ ଅଜବ ପ୍ରଥା ଚାଲି ଆସିଛି ଅନେକ ବର୍ଷରୁ। ଏହି ପ୍ରଥା ଅନୁଯାୟୀ ଏଠାରେ ମହିଳାମାନେ ବର୍ଷରେ ଏକ ସମୟରେ ପାଞ୍ଚ ଦିନ ନିର୍ବସ୍ତ୍ର ରହନ୍ତି। ଏହି ସମୟରେ ସେମାନେ କାହା ସହିତ କଥା ହୁଅନ୍ତି ନାହିଁ।

Advertisment

ଏଭଳି ପ୍ରଥା ପଛରେ ରହିଛି ଅଜବ କାହାଣୀ। ଲୋକଙ୍କ କହିବା କଥା ହେଉଛି ବର୍ଷା ଦିନରେ ସେମାନଙ୍କ ଗାଁକୁ ଭଗବାନ ଆସନ୍ତି। ସେତେବେଳେ ପୁରୁଷ ଓ ନାରୀମାନେ ମଜା କରୁଥିବା ଦେଖିଲେ ସେ ରାଗି ଯିବେ ଓ ପ୍ରଳୟ କରି ଦେବେ।

ଏହି  ଭୟରେ ସବୁ ବର୍ଷ ମହିଳାମାନେ ଏହି ପ୍ରଥା ପାଳନ କରି ଆସୁଛନ୍ତି। ମହିଳାମାନେ ୫ ଦିନ ପର୍ଯ୍ୟନ୍ତ ନିବସ୍ତ୍ର ରହିବା ସହିତ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରହନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe