ଅଧିକ ପାମ୍ପଡ଼ ଖାଉଛନ୍ତି କି, ପଡ଼ି ପାରନ୍ତି ଏହି ସବୁ ଅସୁବିଧାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇବା ଥାଳି ପାଖରେ ଯଦି ପାମ୍ପଡ଼ ଖଣ୍ଡେ ଥିବ, ତାହା ଖାଇବାର ମଜା ବଢାଇ ଦେଇଥାଏ।  ତେଣୁ ଭାରତୀୟଙ୍କ ପାମ୍ପଡ଼ ପ୍ରେମ ଅଧିକ। କିନ୍ତୁ ସବୁଦିନ ପାମ୍ପଡ଼ ଖାଇବା ସ୍ୱାସ୍ତ୍ୟ ପକ୍ଷେ ଖୁବ୍‌ ହାନୀକାରକ। କାହିଁକିନା ପାମ୍ପଡ଼କୁ ସ୍ୱାଦିଷ୍ଟ କରିବା ଲାଗି ସେଥିରେ ବିଭିନ୍ନ କେମିକାଲ୍‌ ଓ ରଙ୍ଗ ମଧ୍ୟ ବ୍ୟବହାର ହୋଇଥାଏ। ଫଳରେ ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ପାମ୍ପଡ଼ ଖାଇଲେ କି କି ସମସ୍ୟା ଦେଖା […]

pampad

pampad

Sangita Sahoo
  • Published: Wednesday, 24 April 2019
  • Updated: 24 April 2019, 09:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇବା ଥାଳି ପାଖରେ ଯଦି ପାମ୍ପଡ଼ ଖଣ୍ଡେ ଥିବ, ତାହା ଖାଇବାର ମଜା ବଢାଇ ଦେଇଥାଏ।  ତେଣୁ ଭାରତୀୟଙ୍କ ପାମ୍ପଡ଼ ପ୍ରେମ ଅଧିକ। କିନ୍ତୁ ସବୁଦିନ ପାମ୍ପଡ଼ ଖାଇବା ସ୍ୱାସ୍ତ୍ୟ ପକ୍ଷେ ଖୁବ୍‌ ହାନୀକାରକ। କାହିଁକିନା ପାମ୍ପଡ଼କୁ ସ୍ୱାଦିଷ୍ଟ କରିବା ଲାଗି ସେଥିରେ ବିଭିନ୍ନ କେମିକାଲ୍‌ ଓ ରଙ୍ଗ ମଧ୍ୟ ବ୍ୟବହାର ହୋଇଥାଏ। ଫଳରେ ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ପାମ୍ପଡ଼ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ।

ମୋଟାପଣ ବୃଦ୍ଧି ହୋଇଥାଏ: ପାମ୍ପଡ଼ ଖାଇଲେ ମୋଟାପଣ ବା ମେଦ ବହୁଳତା ବୃଦ୍ଧି ପାଇଥାଏ। ଯଦି ଆପଣ ନିଜର ଓଜନ କମ୍ ରଖିବାକୁ ଚାହାଁନ୍ତି ,ତେବେ ପାମ୍ପଡ଼ ଅଧିକ ଖାଆନ୍ତୁ ନାହିଁ। ଏହାସହ ପାମ୍ପଡ଼ରେ ଆବଶ୍ୟକତାଠୁ ଅଧିକ ଲୁଣ ଥିବାରୁ ଏହା ମଧୁମେହ ଓ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ଥିବା ରୋଗୀଙ୍କ ପାଇଁ ଖୁବ୍‌ ହାନୀକାରକ ହୋଇଥାଏ।

ହୃଦ୍‌ରୋଗର ଆଶଙ୍କା: ଲୋକେ ପାମ୍ପଡ଼କୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।

ପେଟ ଖରାପ ହେବାର ଆଶଙ୍କା: ଲୋକମାନେ ବିଭିନ୍ନ ପ୍ରକାରର ପାମ୍ପଡ଼ ଖାଇଥାନ୍ତି। ତେଣୁ ଏହା ପେଟ ଖରାପ କରିବା ସହ ଏସିଡିଟି ମଧ୍ୟ କରାଇଥାଏ।

ଏସିଡିଟିର ସମସ୍ୟା: ବଜାରରେ ଉପଲବ୍ଧ ବିଭିନ୍ନ ପାମ୍ପଡ଼ରେ ନାନା ରକମର ମସଲା ଓ ଗୋଟିଏ ତେଲରେ ବାରମ୍ବାର ପାମ୍ପଡ଼ ଛଣା ଯାଇଥାଏ। ଫଳରେ ଏହା ସେବନ  କଲେ ଏସିଡିଟି ସମସ୍ୟା ମଧ୍ୟ ଉପୁଜିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story