Advertisment

କରନ୍ତୁନି ଏପରି କାମ, ଯାହା ମା’ ଲକ୍ଷ୍ମୀଙ୍କୁ କରିବ ଅସନ୍ତୁଷ୍ଟ

ସମସ୍ତେ ଜାଣନ୍ତି ଧନର ଦେବୀ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ବାହାରି ଥିଲେ। ମହାଲକ୍ଷ୍ମୀଙ୍କୁ ଚଞ୍ଚଳା ମଧ୍ୟ କୁହାଯାଇଥାଏ। ମାତା ଅସୁନ୍ତଷ୍ଟ ହେଲେ ଦାରିଦ୍ରତା ପିଛା ଛାଡି ନଥାଏ। ଏପରି କାମରୁ ଦୂରେଇ ରୁହନ୍ତୁ ଯାହା ମାତାଙ୍କୁ ଅସନ୍ତୁଷ୍ଟ କରିଥାଏ। ଆସନ୍ତୁ ଜାଣିବା କେଉଁ କାମ କଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ୧. ନିଜ ଦୈନନ୍ଦିନ ଜୀବନରେ ଧାର୍ମିକତାକୁ ଉପେକ୍ଷା କରୁଥିବା ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ। ୨. ଲୋଭି ଲୋକଙ୍କ ପାଖ […]

author-image
Rakesh Mallick
ଅଦ୍ୟତନ ହୋଇଛି
କରନ୍ତୁନି ଏପରି କାମ, ଯାହା ମା’ ଲକ୍ଷ୍ମୀଙ୍କୁ କରିବ ଅସନ୍ତୁଷ୍ଟ

goddess-laxmi

ସମସ୍ତେ ଜାଣନ୍ତି ଧନର ଦେବୀ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ବାହାରି ଥିଲେ। ମହାଲକ୍ଷ୍ମୀଙ୍କୁ ଚଞ୍ଚଳା ମଧ୍ୟ କୁହାଯାଇଥାଏ। ମାତା ଅସୁନ୍ତଷ୍ଟ ହେଲେ ଦାରିଦ୍ରତା ପିଛା ଛାଡି ନଥାଏ। ଏପରି କାମରୁ ଦୂରେଇ ରୁହନ୍ତୁ ଯାହା ମାତାଙ୍କୁ ଅସନ୍ତୁଷ୍ଟ କରିଥାଏ। ଆସନ୍ତୁ ଜାଣିବା କେଉଁ କାମ କଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

Advertisment

୧. ନିଜ ଦୈନନ୍ଦିନ ଜୀବନରେ ଧାର୍ମିକତାକୁ ଉପେକ୍ଷା କରୁଥିବା ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ।

୨. ଲୋଭି ଲୋକଙ୍କ ପାଖ ମାତା ଲକ୍ଷ୍ମୀ ମାଡି ନଥାନ୍ତି। ‘ଲୋଭସ ପାପ କାରଣମ୍’ ଅର୍ଥାତ  ଲୋଭ ପାପର କାରଣ ଅଟେ। ଏହା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି।

Advertisment

୩. ନିଜ ଖୁସି ପାଇଁ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ କଷ୍ଟ ପହଞ୍ଚାଉଥିବା ବ୍ୟକ୍ତିଙ୍କ ପାଖରେ ମାତା ରୁହନ୍ତି ନାହିଁ।

୪. ସ୍ତ୍ରୀଙ୍କୁ ଅସଦାଚାରଣ ଓ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ପାଖ ମାଡି ନଥାନ୍ତି ମାତା।

ତେଣୁ ଏପରି କାମରୁ ଦୂରେଇ ରହନ୍ତୁ, ମାତା ସନ୍ତୁଷ୍ଟ ହେବ ଓ ଆପଣଙ୍କ ଘରେ ଧନ ବୃଦ୍ଧି ଘଟିବ।