ହୋଇଯାଆନ୍ତୁ ସାବଧାନ! ଖାଇ ସାରି ତୁରନ୍ତ ପାଣି ପିଇଲେ ମାଡ଼ି ବସେ ୧୦୩ ପ୍ରକାର ରୋଗ; ପଢ଼ନ୍ତୁ ପୂରା ରିପୋର୍ଟ

ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ନ ପିଇବା ପାଇଁ ଆପଣଙ୍କୁ କେହି ନା କେହି ପରାମର୍ଶ ଦେଇଥିବେ। ଅନେକ ଲୋକ ଖାଇ ସାରିବା ପରେ ପାଣି ପିଇ ଦିଅନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଏଥିଯୋଗୁଁ ଶରୀରର କ୍ଷତି ହୁଏ। ଆୟୁର୍ବେଦରେ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ତାହା ବିଷ ହୋଇଯାଏ ବୋଲି କୁହାଯାଏ। ଏଭଳି କରିବା ଦ୍ୱାରା ପାକସ୍ଥଳୀରୁ ବାହାରୁଥିବା ଜଠରାଗ୍ନି ନାମକ ଏକ ଶକ୍ତି ନଷ୍ଟ ହୋଇଯାଏ ଯାହା […]

water

water

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 01:34 PM IST

Sports

Latest News

ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ନ ପିଇବା ପାଇଁ ଆପଣଙ୍କୁ କେହି ନା କେହି ପରାମର୍ଶ ଦେଇଥିବେ। ଅନେକ ଲୋକ ଖାଇ ସାରିବା ପରେ ପାଣି ପିଇ ଦିଅନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଏଥିଯୋଗୁଁ ଶରୀରର କ୍ଷତି ହୁଏ।

ଆୟୁର୍ବେଦରେ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ତାହା ବିଷ ହୋଇଯାଏ ବୋଲି କୁହାଯାଏ। ଏଭଳି କରିବା ଦ୍ୱାରା ପାକସ୍ଥଳୀରୁ ବାହାରୁଥିବା ଜଠରାଗ୍ନି ନାମକ ଏକ ଶକ୍ତି ନଷ୍ଟ ହୋଇଯାଏ ଯାହା ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରେ। ତେଣୁ ଖାଇବା ପରେ ତୁରନ୍ତ ପାଣି ପିଇଲେ ଖାଦ୍ୟ ଠିକ୍ ଭାବେ ହଜମ ହୋଇପାରେ ନାହିଁ। ଧୀରେ ଧୀରେ ଖାଦ୍ୟ ପାକସ୍ଥଳୀରେ ଖାଦ୍ୟ ରହିଯାଏ। ସେଠାରେ ଖାଇବା ସଢ଼ି ସଢ଼ି ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ସୃଷ୍ଟି କରେ। ପରବର୍ତ୍ତୀ ସମୟରେ ଏହା ଭୟାନକ ରୂପ ଧାରଣ କରେ।

ଖାଇ ସାରି ତୁରନ୍ତ ପାଣି ପିଇଲେ ୧୦୩ ପ୍ରକାର ରୋଗ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ତେଣୁ ଖାଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ସେହିପରି ଖାଇବାର ଏକ ଅବା ଦୁଇ ଘଣ୍ଟା ପରେ ପାଣି ପିଅନ୍ତୁ।

ରିପୋର୍ଟ- ନ୍ୟୁଜ୍ ୧୮

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story