/odisha-reporter/media/post_attachments/uploads/2017/09/mahabharat.jpg)
ସମସ୍ତଙ୍କୁ ଘର ସଜାଇବାକୁ ଭଲ ଲାଗେ। ବିଭିନ୍ନ ପ୍ରକାରେ ଘର ସଜା ଯାଏ। ଘର ସଜାଇବା ପାଇଁ ଆମେ କାନ୍ଥରେ ବିଭିନ୍ନ ଫଟୋ ଲଗାଉ। କିନ୍ତୁ ଜାଣିଛନ୍ତି ସବୁ ଫଟୋ ବା ଚିତ୍ର ଘର ପାଇଁ ଶୁଭ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଫଟୋ ଅଛି ଯେଉଁଗୁଡ଼ିକୁ ଘରେ ଆଦୌ ଲଗାଇବା ଉଚିତ ନୁହେଁ। ତାହେଲେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ପ୍ରକାର ଫଟୋ ଲଗାଇବା ଉଚିତ ନୁହେଁ।
ବୁଡ଼ିଯାଉଥିବା ଡଙ୍ଗା
ଏପରି ଛବିକୁ ଘରେ ରଖନ୍ତୁ ନାହିଁ। ବୁଡ଼ି ଯାଉଥିବା ଡଙ୍ଗା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ବିଗଡ଼ିଥାଏ। ଏଥିପାଇଁ ଘରେ ଏପରି କୌଣସି ଜିନିଷ ରଖନ୍ତୁ ନାହିଁ।
ଜଙ୍ଗଲୀ ଜୀବ
ଘରେ କୌଣସି ପ୍ରକାର ଜଙ୍ଗଲୀ ଜୀବଙ୍କ ଛବି ବା ଶୋ ପିସ୍ ଘରେ ରଖନ୍ତୁ ନାହିଁ। ଏହା ପରିବାରର ସଦ୍ୟସଙ୍କ ସ୍ୱଭାବ ଓ ଆଚରଣ ଉପରେ ପ୍ରଭାବ ପକାଇଥାଏ। ଘରର ସଦସ୍ୟଙ୍କ ପ୍ରକୃତିକୁ ହିଂସାତ୍ମକ କରାଇଥାଏ।
ମହାଭାରତ ଛବି
ଆପଣଙ୍କ ଘରେ ମହାଭାରତ ସମ୍ୱନ୍ଧୀୟ କୌଣସି ଛବି ରଖନ୍ତୁ ନାହିଁ। ନହେଲେ ଘରେ କଳିଝଗଡ଼ା ଲାଗିରହିବ। ଘରେ ସୁଖଶାନ୍ତି ଚାହୁଁଥିଲେ ଏଭଳି ଫଟୋ ବା ଚିତ୍ର ଲଗାଇବାରୁ ନିବୃତ୍ତ ରୁହନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/09/boat1.jpg)
/odisha-reporter/media/post_attachments/wp-content/uploads/2017/09/animals.jpg)
/odisha-reporter/media/post_attachments/wp-content/uploads/2017/09/mahabharat-1-1.jpg)