Advertisment

ଘରେ କରିବାକୁ ଦିଅନ୍ତୁ ନାହିଁ ଏସବୁ ଜିନିଷ, ନ ହେଲେ ସବୁଦିନେ ଲାଗି ରହିପାରେ ଅଭାବ

ଭଲରେ ରହିବା ପାଇଁ ମଣିଷ କଠିନ ପରିଶ୍ରମ କରେ ଓ ଅର୍ଥ ଉର୍ପାଜନ କରେ। ଉପାର୍ଜିତ ଅର୍ଥରେ ସେ ଖୁସିରେ ରହିବାକୁ ଚେଷ୍ଟା କରେ। କିନ୍ତୁ କେତେକ ଲୋକଙ୍କ ପାଖରେ  ଟଙ୍କାପଇସା ଆଦୌ ରହେ ନାହିଁ। ସବୁବେଳେ ଅନ୍ୟ ପାଖରୁ ଧାର ଉଧାର କରିଥାନ୍ତି। ଏମିତି କାହିଁକି ହୁଏ? କୁହାଯାଏ,ଏସବୁ  ଘରର ବାସ୍ତୁଦୋଷର ପ୍ରଭାବ। ବାସ୍ତୁବିତ୍‌ଙ୍କ କହିବା ଅନୁସାରେ ଘରେ ଏପରି କିଛି ଜିନିଷ ରହିଥାଏ ଯାହାକୁ ଦେଖି ଆମେ ଅଣଦେଖା କରି ଦିଅନ୍ତି। ଆଉ ଏହା ଦାରିଦ୍ର୍ୟର […]

ଅଦ୍ୟତନ ହୋଇଛି
ଏହିସବୁ କାରଣରୁ ଅଟକି ଯାଏ ଆପଣଙ୍କ ସଫଳତା
Advertisment

ଭଲରେ ରହିବା ପାଇଁ ମଣିଷ କଠିନ ପରିଶ୍ରମ କରେ ଓ ଅର୍ଥ ଉର୍ପାଜନ କରେ। ଉପାର୍ଜିତ ଅର୍ଥରେ ସେ ଖୁସିରେ ରହିବାକୁ ଚେଷ୍ଟା କରେ। କିନ୍ତୁ କେତେକ ଲୋକଙ୍କ ପାଖରେ  ଟଙ୍କାପଇସା ଆଦୌ ରହେ ନାହିଁ। ସବୁବେଳେ ଅନ୍ୟ ପାଖରୁ ଧାର ଉଧାର କରିଥାନ୍ତି। ଏମିତି କାହିଁକି ହୁଏ? କୁହାଯାଏ,ଏସବୁ  ଘରର ବାସ୍ତୁଦୋଷର ପ୍ରଭାବ। ବାସ୍ତୁବିତ୍‌ଙ୍କ କହିବା ଅନୁସାରେ ଘରେ ଏପରି କିଛି ଜିନିଷ ରହିଥାଏ ଯାହାକୁ ଦେଖି ଆମେ ଅଣଦେଖା କରି ଦିଅନ୍ତି। ଆଉ ଏହା ଦାରିଦ୍ର୍ୟର କାରଣ ହୋଇଥାଏ। ଆସନ୍ତୁ ଜାଣିବା ଘରେ କ’ଣ କ’ଣ ରହିଲେ ସବୁବେଳେ ଅଭାବ ଲାଗି ରହିଥାଏ।

Advertisment

୧-  ବାସ୍ତୁବିତ୍‌ଙ୍କ ଅନୁସାରେ ଘରେ ପକ୍ଷୀ ବସା ତିଆରି କରି ରହିଲେ ଅଶୁଭ ହୋଇଥାଏ। ଏହା ଦ୍ୱାରା ଘର ଉପରକୁ ବିପଦ ମାଡ଼ିଆସେ।  ସେଥିପାଇଁ ଘରେ କେବେ ପାରାକୁ ବସା କରିବାକୁ ଦିଅନ୍ତୁ ନାହିଁ।

୨- ଘରେ ମହୁ ଫେଣା ହୋଇଥିଲେ ଭାଙ୍ଗି ଦିଅନ୍ତୁ। ଏହା ଅଶୁଭ ହୋଇଥାଏ। ଏହା ଦ୍ୱାରା ବଡ଼ ଦୁର୍ଘଟଣା ଘଟିପାରେ ବୋଲି ଶାସ୍ତ୍ରବିତ୍‌ମାନେ କହିଛନ୍ତି।

Advertisment

୩- ଘରେ ବୁଢ଼ିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

୪- ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଅର୍ଥହାନି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe