ଘରେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଶାନ୍ତି ବଜାୟ ରହେ ଓ ସମୃଦ୍ଧି ବି ହୁଏ।
- ସାଧାରଣତଃ ଆମେ ଘରର ଯେକୌଣସି ସ୍ଥାନରେ ଟଙ୍କା ରଖି ଦେଉ। କିନ୍ତୁ ଏଥିରୁ ବର୍ତ୍ତିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ ଘରର ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖନ୍ତୁ ଯେମିତିକି ଏହାର ମୁହଁ ଉତ୍ତରକୁ ଖୋଲିବ। କାରଣ ଭଗବାନ କୁବେର ଉତ୍ତର ଦିଗରେ ରହନ୍ତି।
- ଘରେ ଟ୍ୟାପ୍ରୁ ପାଣି ଲିକ୍ ହେବା ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନୁହେଁ। ଏହା ଦ୍ୱାରା ଆର୍ଥିକ କ୍ଷତି ହୁଏ। ଟ୍ୟାପ୍ରୁ ଧୀରେ ଧୀରେ ପାଣି ବୋହିଲେ ଧୀରେ ଧୀରେ ଆର୍ଥିକ ହାନି ବି ହୁଏ। ତେଣୁ ଟ୍ୟାପ୍ ଖରାପ ହୋଇଥିଲେ ଶୀଘ୍ର ମରାମତି କରାଇ ନିଅନ୍ତୁ।
- ଘରେ ଅଦରକାରୀ ଜିନିଷ ଜମା କରି ଅପରିଷ୍କାର କରନ୍ତୁ ନାହିଁ। କାରଣ ପରିଷ୍କାର ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ।
ସୌଜନ୍ୟ- ଅମର ଉଜାଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...