Advertisment

ଘରେ ଯେକୌଣସି ସ୍ଥାନରେ ରଖନ୍ତୁ ନାହିଁ ଟଙ୍କା; ଜାଣନ୍ତୁ କ’ଣ କଲେ ଶୀଘ୍ର ଶୀଘ୍ର ଖାଲି ହେବନି ପକେଟ୍

ଘରେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଶାନ୍ତି ବଜାୟ ରହେ ଓ ସମୃଦ୍ଧି ବି ହୁଏ। – ସାଧାରଣତଃ ଆମେ ଘରର ଯେକୌଣସି ସ୍ଥାନରେ ଟଙ୍କା ରଖି ଦେଉ। କିନ୍ତୁ ଏଥିରୁ ବର୍ତ୍ତିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ ଘରର ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖନ୍ତୁ ଯେମିତିକି ଏହାର ମୁହଁ ଉତ୍ତରକୁ ଖୋଲିବ। କାରଣ ଭଗବାନ କୁବେର ଉତ୍ତର ଦିଗରେ ରହନ୍ତି। – ଘରେ ଟ୍ୟାପ୍‌ରୁ ପାଣି ଲିକ୍ ହେବା ବାସ୍ତୁଶାସ୍ତ୍ର ଅନୁସାରେ […]

ଘରେ ଯେକୌଣସି ସ୍ଥାନରେ ରଖନ୍ତୁ ନାହିଁ ଟଙ୍କା; ଜାଣନ୍ତୁ କ’ଣ କଲେ ଶୀଘ୍ର ଶୀଘ୍ର ଖାଲି ହେବନି ପକେଟ୍

pocket

Advertisment

ଘରେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଛୋଟ ଛୋଟ କଥାକୁ ମାନିଲେ ଶାନ୍ତି ବଜାୟ ରହେ ଓ ସମୃଦ୍ଧି ବି ହୁଏ।

Advertisment

- ସାଧାରଣତଃ ଆମେ ଘରର ଯେକୌଣସି ସ୍ଥାନରେ ଟଙ୍କା ରଖି ଦେଉ। କିନ୍ତୁ ଏଥିରୁ ବର୍ତ୍ତିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀକୁ ଘରର ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖନ୍ତୁ ଯେମିତିକି ଏହାର ମୁହଁ ଉତ୍ତରକୁ ଖୋଲିବ। କାରଣ ଭଗବାନ କୁବେର ଉତ୍ତର ଦିଗରେ ରହନ୍ତି।

- ଘରେ ଟ୍ୟାପ୍‌ରୁ ପାଣି ଲିକ୍ ହେବା ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନୁହେଁ। ଏହା ଦ୍ୱାରା ଆର୍ଥିକ କ୍ଷତି ହୁଏ। ଟ୍ୟାପ୍‌ରୁ ଧୀରେ ଧୀରେ ପାଣି ବୋହିଲେ ଧୀରେ ଧୀରେ ଆର୍ଥିକ ହାନି ବି ହୁଏ। ତେଣୁ ଟ୍ୟାପ୍ ଖରାପ ହୋଇଥିଲେ ଶୀଘ୍ର ମରାମତି କରାଇ ନିଅନ୍ତୁ।

Advertisment

- ଘରେ ଅଦରକାରୀ ଜିନିଷ ଜମା କରି ଅପରିଷ୍କାର କରନ୍ତୁ ନାହିଁ। କାରଣ ପରିଷ୍କାର ଘରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ।

ସୌଜନ୍ୟ- ଅମର ଉଜାଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe