ଓଦା ବସ୍ତ୍ରରେ ଠାକୁର ପୂଜୁଛନ୍ତି? ତେବେ ସାବଧାନ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଁରେ ପ୍ରାୟତଃ ଲୋକମାନେ ନଈ କିମ୍ୱା ପୋଖରୀରେ ଗାଧାନ୍ତି। ଗାଧୋଇବା ପରେ ବସ୍ତ୍ର ନପାଲଟି ପାଖରେ ଥିବା ମନ୍ଦିରକୁ ଯାଇ ଭଗବାନଙ୍କୁ ପୂଜା କରନ୍ତି । ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଓଦା ବସ୍ତ୍ରରେ ଠାକୁର ପୂଜିବା ଅନୁଚିତ। ଏହା ଦ୍ୱାରା ପାପ ହୋଇଥାଏ । ସୃଷ୍ଟିରେ କେବଳ ଜଣେ ଠାକୁର ଅଛନ୍ତି ଯାହାଙ୍କୁ ଆପଣ ଓଦା ବସ୍ତ୍ରରେ ପୂଜା କରିପାରିବେ। ସେ ହେଉଛନ୍ତି ସକଳ ଶକ୍ତିର ଆଧାର &#039;&lt;strong&gt;ସୂର୍ଯ୍ୟ&lt;/strong&gt;&#039;। କେବଳ ସୂର୍ଯ୍ୟନାରାୟଣଙ୍କୁ ଆପଣ ଓଦା ବସ୍ତ୍ରରେ ପାଣି ଟେକି ପ୍ରାର୍ଥନା କରିପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ଠାକୁରଙ୍କୁ ଆପଣ ଓଦା ବସ୍ତ୍ରରେ ମୁଣ୍ଡିଆ ମାରିବା କିମ୍ୱା ପୂଜା କରିବା ଅଶୁଭ। ତେଣୁ ଓଦା ବସ୍ତ୍ରରେ ଠାକୁର ପୂଜା କରିବା ପୂର୍ବରୁ ଏହି କଥାକୁ ଅବଶ୍ୟ ମନେ ପକାନ୍ତୁ।</p>

Ordigital Desk
  • Published: Wednesday, 25 October 2017
  • Updated: 25 October 2017, 12:23 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଁରେ ପ୍ରାୟତଃ ଲୋକମାନେ ନଈ କିମ୍ୱା ପୋଖରୀରେ ଗାଧାନ୍ତି। ଗାଧୋଇବା ପରେ ବସ୍ତ୍ର ନପାଲଟି ପାଖରେ ଥିବା ମନ୍ଦିରକୁ ଯାଇ ଭଗବାନଙ୍କୁ ପୂଜା କରନ୍ତି । ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଓଦା ବସ୍ତ୍ରରେ ଠାକୁର ପୂଜିବା ଅନୁଚିତ। ଏହା ଦ୍ୱାରା ପାପ ହୋଇଥାଏ । ସୃଷ୍ଟିରେ କେବଳ ଜଣେ ଠାକୁର ଅଛନ୍ତି ଯାହାଙ୍କୁ ଆପଣ ଓଦା ବସ୍ତ୍ରରେ ପୂଜା କରିପାରିବେ। ସେ ହେଉଛନ୍ତି ସକଳ ଶକ୍ତିର ଆଧାର &#039;&lt;strong&gt;ସୂର୍ଯ୍ୟ&lt;/strong&gt;&#039;। କେବଳ ସୂର୍ଯ୍ୟନାରାୟଣଙ୍କୁ ଆପଣ ଓଦା ବସ୍ତ୍ରରେ ପାଣି ଟେକି ପ୍ରାର୍ଥନା କରିପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ଠାକୁରଙ୍କୁ ଆପଣ ଓଦା ବସ୍ତ୍ରରେ ମୁଣ୍ଡିଆ ମାରିବା କିମ୍ୱା ପୂଜା କରିବା ଅଶୁଭ। ତେଣୁ ଓଦା ବସ୍ତ୍ରରେ ଠାକୁର ପୂଜା କରିବା ପୂର୍ବରୁ ଏହି କଥାକୁ ଅବଶ୍ୟ ମନେ ପକାନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos