Advertisment

ଓଦା ବସ୍ତ୍ରରେ ଠାକୁର ପୂଜୁଛନ୍ତି? ତେବେ ସାବଧାନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଁରେ ପ୍ରାୟତଃ ଲୋକମାନେ ନଈ କିମ୍ୱା ପୋଖରୀରେ ଗାଧାନ୍ତି। ଗାଧୋଇବା ପରେ ବସ୍ତ୍ର ନପାଲଟି ପାଖରେ ଥିବା ମନ୍ଦିରକୁ ଯାଇ ଭଗବାନଙ୍କୁ ପୂଜା କରନ୍ତି । ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଓଦା ବସ୍ତ୍ରରେ ଠାକୁର ପୂଜିବା ଅନୁଚିତ। ଏହା ଦ୍ୱାରା ପାପ ହୋଇଥାଏ । ସୃଷ୍ଟିରେ କେବଳ ଜଣେ ଠାକୁର ଅଛନ୍ତି ଯାହାଙ୍କୁ ଆପଣ ଓଦା ବସ୍ତ୍ରରେ ପୂଜା କରିପାରିବେ। ସେ ହେଉଛନ୍ତି ସକଳ ଶକ୍ତିର ଆଧାର '<strong>ସୂର୍ଯ୍ୟ</strong>'। କେବଳ ସୂର୍ଯ୍ୟନାରାୟଣଙ୍କୁ ଆପଣ ଓଦା ବସ୍ତ୍ରରେ ପାଣି ଟେକି ପ୍ରାର୍ଥନା କରିପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ଠାକୁରଙ୍କୁ ଆପଣ ଓଦା ବସ୍ତ୍ରରେ ମୁଣ୍ଡିଆ ମାରିବା କିମ୍ୱା ପୂଜା କରିବା ଅଶୁଭ। ତେଣୁ ଓଦା ବସ୍ତ୍ରରେ ଠାକୁର ପୂଜା କରିବା ପୂର୍ବରୁ ଏହି କଥାକୁ ଅବଶ୍ୟ ମନେ ପକାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe