Advertisment

ଏଇ ଛୋଟ ଛୋଟ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଶନିଦେବ ସବୁବେଳେ ରହିବେ ପ୍ରସନ୍ନ

ଆଜି ଶନି ଜୟନ୍ତୀ। ଏହି ଦିନରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି।  କିନ୍ତୁ ଆପଣ ଜାଣିଛନ୍ତି କି, ଦୈନନ୍ଦିନ ଜୀବନଶୈଳୀରେ ଆମେ ଯଦି ନିହାତି ଛୋଟ ଛୋଟ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ତା’ହେଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ  ବିଷୟରେ… – ଖାଇବା ସମୟରେ ଲୁଣ କମ୍‌ ହେଲେ କଳା ଲୁଣ ଓ ରାଗ କମ୍‌ ହେଲେ କଳା ଲଙ୍କା ବ୍ୟବହାର କରନ୍ତୁ। – ଖାଇବା […]

author-image
Rakesh Mallick
ଏଇ ଛୋଟ ଛୋଟ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଶନିଦେବ ସବୁବେଳେ ରହିବେ ପ୍ରସନ୍ନ

sani

ଆଜି ଶନି ଜୟନ୍ତୀ। ଏହି ଦିନରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି।  କିନ୍ତୁ ଆପଣ ଜାଣିଛନ୍ତି କି, ଦୈନନ୍ଦିନ ଜୀବନଶୈଳୀରେ ଆମେ ଯଦି ନିହାତି ଛୋଟ ଛୋଟ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ତା’ହେଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ  ବିଷୟରେ...

Advertisment

- ଖାଇବା ସମୟରେ ଲୁଣ କମ୍‌ ହେଲେ କଳା ଲୁଣ ଓ ରାଗ କମ୍‌ ହେଲେ କଳା ଲଙ୍କା ବ୍ୟବହାର କରନ୍ତୁ।

- ଖାଇବା ପୂର୍ବରୁ ଲବଙ୍ଗ ଖାଆନ୍ତୁ।

- ଶନିବାର ଓ ମଙ୍ଗଳବାର ରାଗନ୍ତୁ ନାହିଁ।

- ଖାଇବା ସମୟରେ କଥା କୁହନ୍ତୁ ନାହିଁ।

- ପ୍ରତ୍ୟେକ ଶନିବାର ଶୋଇବା ସମୟରେ ଶରୀର ଓ ନଖରେ ତେଲ ମାଲିସ୍ କରନ୍ତୁ।

- ମାଛ, ମାଂସ ଖାଆନ୍ତୁ ନାହିଁ କି ମଦ ଆଦି ପିଅନ୍ତୁ ନାହିଁ।

ସୌଜନ୍ୟ- ୱେବ୍‌ ଦୁନିଆ