ହାତରେ ଅଛି X ଆକୃତିର ରେଖା: ତା’ହେଲେ ଆପଣ ଜଣେ.... ପଢ଼ନ୍ତୁ ଓ ଜାଣନ୍ତୁ

ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ। କାହିଁ କେଉଁ ଆବାହନ କାଳରୁ ହସ୍ତରେଖା ଉପରେ ବିଶ୍ୱାସ ରହି ଆସିଛି। ଆସନ୍ତୁ ଜାଣିବା ଏମିତି ଏକ ହସ୍ତରେଖା ସମ୍ପର୍କରେ ଯାହା ଆପଣଙ୍କ ଭବିଷ୍ୟତ କେଉଁ ଆଡ଼କୁ ଗତିକରିବ ତା’ର ସୂଚନା ଦେଇଥାଏ। X ଆକୃତିର ଏକ ହସ୍ତରେଖା ଥାଏ। ଆସନ୍ତୁ ଜାଣିବା X ଆକୃତିର ରେଖା ଥିବା ବ୍ୟକ୍ତି କେମିତି ହୋଇଥାଆନ୍ତି। ଗ୍ରୀସ୍ ଜଣେ ବିଦ୍ୱାନ ଅଙ୍କସଗୋରସଙ୍କ କହିବା ଅନୁଯାୟୀ, ଆଲେକଜାଣ୍ଡରଙ୍କ ଭଳି ବ୍ୟକ୍ତିଙ୍କ ହାତରେ X ଆକୃତିର ରେଖା […]

tt

tt

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 02:32 PM IST

Sports

Latest News

ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ। କାହିଁ କେଉଁ ଆବାହନ କାଳରୁ ହସ୍ତରେଖା ଉପରେ ବିଶ୍ୱାସ ରହି ଆସିଛି। ଆସନ୍ତୁ ଜାଣିବା ଏମିତି ଏକ ହସ୍ତରେଖା ସମ୍ପର୍କରେ ଯାହା ଆପଣଙ୍କ ଭବିଷ୍ୟତ କେଉଁ ଆଡ଼କୁ ଗତିକରିବ ତା’ର ସୂଚନା ଦେଇଥାଏ।

X ଆକୃତିର ଏକ ହସ୍ତରେଖା ଥାଏ। ଆସନ୍ତୁ ଜାଣିବା X ଆକୃତିର ରେଖା ଥିବା ବ୍ୟକ୍ତି କେମିତି ହୋଇଥାଆନ୍ତି।

ଗ୍ରୀସ୍ ଜଣେ ବିଦ୍ୱାନ ଅଙ୍କସଗୋରସଙ୍କ କହିବା ଅନୁଯାୟୀ, ଆଲେକଜାଣ୍ଡରଙ୍କ ଭଳି ବ୍ୟକ୍ତିଙ୍କ ହାତରେ X ଆକୃତିର ରେଖା ଥିଲା। ଆଲେକଜାଣ୍ଡରଙ୍କ ବ୍ୟତିତ ଏହି ରେଖା ଆହୁରି କିଛି ବିଶିଷ୍ଟ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଅନୁମାନ କରାଯାଏ ବିଶ୍ୱରେ ମାତ୍ର ୩ ପ୍ରତିଶତ ଲୋକଙ୍କ ହାତରେ ଏହି ରେଖା ରହିଛି।

ମସ୍କୋ ବିଶ୍ୱବିଦ୍ୟାଳୟର ଗବେଷକମାନେ X ଆକୃତିର ରେଖାର ଉତ୍ପତି ଓ ଏହାର ଭବିଷ୍ୟକୁ ନେଇ ଏକ ଗବେଷଣା କରିଥିଲେ। ଗବେଷକମାନେ ୨୦ ଲକ୍ଷ ମୃତ ଓ ଜୀବିତ ବ୍ୟକ୍ତିଙ୍କ ଉପରେ ଗବେଷଣା କରିଥିଲେ।

ଗବେଷଣାରୁ ଜଣାପଡ଼ିଥଲା ଯେ, ଯେଉଁ ବ୍ୟକ୍ତିର ହସ୍ତରେ X ଆକୃତିର ରେଖା ଥାଏ, ସେ ଜଣେ ବଡ଼ ନେତା ଓ ଲୋକପ୍ରିୟ ବ୍ୟକ୍ତି ହୋଇଥାନ୍ତି। ସେମାନଙ୍କୁ ବଡ଼ ବଡ଼ କାମରେ ମନେ ପକାଯାଇଥାଏ।

ଯେଉଁ ବ୍ୟକ୍ତିଙ୍କ ଦୁଇଟି ହସ୍ତରେ X ଆକୃତିର ରେଖା ରହିଥାଏ, ସେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି। ମୃତ୍ୟୁ ପରେ ବି ଲୋକେ ସେମାନଙ୍କୁ ମନେ ରଖିଥାନ୍ତି।

ଯେଉଁ ‍ବ୍ୟକ୍ତିର ଗୋଟିଏ ହସ୍ତରେ X ଆକୃତିର ରେଖା ଥାଏ ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି। ସଫଳତା ସବୁବେଳେ ସେମାନଙ୍କ ପାଦ ସ୍ପର୍ଶ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story