ହସ୍ତରେଖା ଦ୍ୱାରା ଜଣେ ମଣିଷ ବିଷୟରେ ଜାଣିହୁଏ। ଏହି ମଣିଷର ଜୀବନ ଶୈଳୀ, ଅତୀତ,ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ କହିହୁଏ। ହେଲେ ଆପଣ କେବେ ଆପଣଙ୍କ ନଖକୁ ଦେଖିଛନ୍ତି କି। ଯେଉଁଠି ଆପଣଙ୍କୁ ଏକ ଅର୍ଦ୍ଧଚାନ୍ଦ ଭଳି ଏକ ଧଳା ଚିହ୍ନ ଦେଖିବାକୁ ମିଳିବ। ଏହା ଅଧିକାଂଶ ଲୋକଙ୍କ ନଖରେ ଦେଖିବାକୁ ମିଳିଥାଏ। ଏହି ଚିହ୍ନ ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିହୋଇଥାଏ। ବେଳେବେଳେ ଆପଣ ଦେଖିଥିବେ ଯେ ଆପଣଙ୍କ ନଖରେ ଧଳା ରଙ୍ଗର ଏହି ଚିହ୍ନ ଦେଖିବାକୁ ମିଳିଥାଏ ଏବଂ କିଛିଦିନ ପରେ ଏହା ଆଉ ସ୍ପଷ୍ଟ ଭାବେ ଦେଖାହୋଇ ନ ଥାଏ। ଏହାର କାରଣ ଏହାଯେ ଯଦି ନଖରେ ଏକ ଧଳା ରଙ୍ଗର ଅର୍ଦ୍ଧଚାନ୍ଦ ଭଳି ଚିହ୍ନ ଦେଖାଦେଇଥାଏ ତେବେ ସେହି ମଣିଷ ସୁସ୍ଥ ଥାଏ ଆଉ ଯେଉଁ ମଣିଷ ନଖରେ ଏହି ଚିହ୍ନ ଦେଖାଦେଇ ନ ଥାଏ ତାହାଲେ ସେହି ମଣିଷର ଦେହ ଆଗକୁ ସୁସ୍ଥ ନ ରହିବାର ସଂକେତ ଦେଇଥାଏ। କୁହାଯାଏ ଯେ ଏହି ଚିହ୍ନ ନଖ ଉପରେ ଯେତେ ସ୍ପଷ୍ଟ ଭାବେ ଦେଖାଦେଇଥାଏ ସେ ମଣିଷ ସୁସ୍ଥ ରହିବା ସହ ବୁଦ୍ଧିମାନ ବି ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...