Advertisment

ଆପଣଙ୍କ ନଖରେ ଅର୍ଦ୍ଧଚାନ୍ଦ ଭଳି ଧଳା ଚିହ୍ନ ଅଛି କି? ଜାଣନ୍ତୁ ଏହା ପଛର ରହସ୍ୟ.....

ହସ୍ତରେଖା ଦ୍ୱାରା ଜଣେ ମଣିଷ ବିଷୟରେ ଜାଣିହୁଏ। ଏହି ମଣିଷର ଜୀବନ ଶୈଳୀ, ଅତୀତ,ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ କହିହୁଏ। ହେଲେ ଆପଣ କେବେ ଆପଣଙ୍କ ନଖକୁ ଦେଖିଛନ୍ତି କି। ଯେଉଁଠି ଆପଣଙ୍କୁ ଏକ ଅର୍ଦ୍ଧଚାନ୍ଦ ଭଳି ଏକ ଧଳା ଚିହ୍ନ ଦେଖିବାକୁ ମିଳିବ। ଏହା ଅଧିକାଂଶ ଲୋକଙ୍କ ନଖରେ ଦେଖିବାକୁ  ମିଳିଥାଏ। ଏହି ଚିହ୍ନ ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିହୋଇଥାଏ। ବେଳେବେଳେ ଆପଣ ଦେଖିଥିବେ ଯେ  ଆପଣଙ୍କ ନଖରେ ଧଳା ରଙ୍ଗର ଏହି ଚିହ୍ନ […]

ଅଦ୍ୟତନ ହୋଇଛି
ଆପଣଙ୍କ ନଖରେ ଅର୍ଦ୍ଧଚାନ୍ଦ ଭଳି ଧଳା ଚିହ୍ନ ଅଛି କି? ଜାଣନ୍ତୁ ଏହା ପଛର ରହସ୍ୟ.....

nails-1-768x402

Advertisment

ହସ୍ତରେଖା ଦ୍ୱାରା ଜଣେ ମଣିଷ ବିଷୟରେ ଜାଣିହୁଏ। ଏହି ମଣିଷର ଜୀବନ ଶୈଳୀ, ଅତୀତ,ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ କହିହୁଏ। ହେଲେ ଆପଣ କେବେ ଆପଣଙ୍କ ନଖକୁ ଦେଖିଛନ୍ତି କି। ଯେଉଁଠି ଆପଣଙ୍କୁ ଏକ ଅର୍ଦ୍ଧଚାନ୍ଦ ଭଳି ଏକ ଧଳା ଚିହ୍ନ ଦେଖିବାକୁ ମିଳିବ। ଏହା ଅଧିକାଂଶ ଲୋକଙ୍କ ନଖରେ ଦେଖିବାକୁ  ମିଳିଥାଏ। ଏହି ଚିହ୍ନ ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିହୋଇଥାଏ। ବେଳେବେଳେ ଆପଣ ଦେଖିଥିବେ ଯେ  ଆପଣଙ୍କ ନଖରେ ଧଳା ରଙ୍ଗର ଏହି ଚିହ୍ନ ଦେଖିବାକୁ ମିଳିଥାଏ ଏବଂ କିଛିଦିନ ପରେ ଏହା ଆଉ ସ୍ପଷ୍ଟ ଭାବେ ଦେଖାହୋଇ ନ ଥାଏ। ଏହାର କାରଣ ଏହାଯେ  ଯଦି ନଖରେ ଏକ ଧଳା ରଙ୍ଗର ଅର୍ଦ୍ଧଚାନ୍ଦ ଭଳି ଚିହ୍ନ ଦେଖାଦେଇଥାଏ ତେବେ ସେହି ମଣିଷ ସୁସ୍ଥ ଥାଏ ଆଉ ଯେଉଁ ମଣିଷ ନଖରେ ଏହି ଚିହ୍ନ ଦେଖାଦେଇ ନ ଥାଏ ତାହାଲେ ସେହି ମଣିଷର ଦେହ ଆଗକୁ ସୁସ୍ଥ ନ ରହିବାର ସଂକେତ ଦେଇଥାଏ।  କୁହାଯାଏ ଯେ ଏହି ଚିହ୍ନ ନଖ ଉପରେ ଯେତେ ସ୍ପଷ୍ଟ ଭାବେ ଦେଖାଦେଇଥାଏ ସେ ମଣିଷ ସୁସ୍ଥ ରହିବା ସହ ବୁଦ୍ଧିମାନ ବି ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe