ପୂଜା କରିବା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାର୍ଶ୍ୱରେ ବସିବା ଉଚିତ୍‌, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପତ୍ନୀଙ୍କୁ ପତିର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ଏଣୁ ଦୁହିଁଙ୍କୁ ଏକା ସଙ୍ଗେ ପୂଜାରେ ବସିବା ଅନିବାର୍ଯ୍ୟ ବୋଲି କୁହାଯାଇଛି। ସପତ୍ନୀକ ପୂଜାରେ ବସିଲେ ସୁଫଳ ଦୁଇଗୁଣ ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।  କୁହାଯାଏ ସ୍ୱାମୀଙ୍କୁ କେବେବି ନିଜ ପତ୍ନୀଙ୍କ ଛଡ଼ା କୌଣସି ପୂଜାରେ ଏକୁଟିଆ ବସିବା ଉଚିତ୍‌ ନୁହେଁ। କିନ୍ତୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ, ପୂଜାରେ ବସିଲା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କୁ କେଉଁ ପାର୍ଶ୍ୱରେ […]

a2

a2

Mihir Pattnayak
  • Published: Saturday, 05 January 2019
  • Updated: 05 January 2019, 02:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପତ୍ନୀଙ୍କୁ ପତିର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ଏଣୁ ଦୁହିଁଙ୍କୁ ଏକା ସଙ୍ଗେ ପୂଜାରେ ବସିବା ଅନିବାର୍ଯ୍ୟ ବୋଲି କୁହାଯାଇଛି। ସପତ୍ନୀକ ପୂଜାରେ ବସିଲେ ସୁଫଳ ଦୁଇଗୁଣ ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।  କୁହାଯାଏ ସ୍ୱାମୀଙ୍କୁ କେବେବି ନିଜ ପତ୍ନୀଙ୍କ ଛଡ଼ା କୌଣସି ପୂଜାରେ ଏକୁଟିଆ ବସିବା ଉଚିତ୍‌ ନୁହେଁ।

କିନ୍ତୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ, ପୂଜାରେ ବସିଲା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କୁ କେଉଁ ପାର୍ଶ୍ୱରେ ରହିବା କଥା? ଆଉ କେଉଁ ପାର୍ଶ୍ୱରେ ବସିବା ଶୁଭ ?

ତେବେ ଚାଲନ୍ତୁ ଆଜି ସେହି ବିଷୟରେ ଆଲୋଚନା କରିବା।

ଶାସ୍ତ୍ରରେ କୁହାଯାଏ ପୂଜାରେ ପତ୍ନୀଙ୍କୁ ସବୁବେଳେ ନିଜ ସ୍ୱାମୀଙ୍କୁ ଡାହାଣ ପାର୍ଶ୍ୱରେ ବସିବା ଉଚିତ୍‌। ଏହା ସହ ଯଜ୍ଞ, ହୋମ, ବ୍ରତ,  ଦେବଯାତ୍ରା ତଥା ବିବାହ ଇତ୍ୟାଦି କର୍ମରେ ବି ପତ୍ନୀଙ୍କୁ ନିଜ ସ୍ୱାମୀଙ୍କ ଡାହାଣ କଡ଼ରେ ବସିବା ଶୁଭ ବୋଲି ମନାଯାଏ।  ଶାସ୍ତ୍ରରେ କୁହାଯାଏ ଏହି କଥାର ଧ୍ୟାନ ରଖିଲେ  ଉପୋରୋକ୍ତ କର୍ମର ଉଚିତ୍‌ ଫଳ ପ୍ରାପ୍ତ ହୋଇଥାଏ।

ଧ୍ୟାନ୍‌ ରଖନ୍ତୁ: ଏମିତି ନ କରିବା କୌଣସି ପ୍ରକାର ଅପରାଧ ନୁହେଁ। କିନ୍ତୁ ଏମିତି କରିବା ଦ୍ୱାରା ଶୁଭ ହୋଇଥାଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story