କମ ବୟସର ଯୁବକ ଯୁବତୀ ମାନେ ଲୁଚିଛପି ପର୍ଣ୍ଣ ଭିଡିଓ ଦେଖିଥାନ୍ତି। ଆଜିକାଲି ମୋବାଇଲ ଓ ଇଣ୍ଟରନେଟ୍ର ବ୍ୟବହାର ବଢିଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହାର ଅପବ୍ୟବହାର ବଢିଯାଇଛି। ପର୍ଣ୍ଣ ଭିଡିଓକୁ ଅଧିକ ବୟସର ଲୋକମାନେ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି।
ଆପଣ ପର୍ଣ୍ଣ ଭିଡିଓ ଦେଖୁଛନ୍ତି? ତେବେ ବେଳ ଥାଉ ଥାଉ ସତର୍କ ହୋଇଯାଅନ୍ତୁ। ଏହାଦ୍ୱାରା ଆପଣଙ୍କ ସେକ୍ସ ଲାଇଫରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକମାନଙ୍କ କ୍ଷେତ୍ରରେ ରୋମାନ୍ସ କରିବାକୁ ଇଚ୍ଛା ହୁଏ ନାହିଁ । ଯାହଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କର ଫାଟ ସୃଷ୍ଟି ହୋଇଥାଏ। ଏହାସହ ସଥୀଙ୍କ ପ୍ରତି ଭଲପାଇବା ମଧ୍ୟ କମିଯାଇଥାଏ। ଆପଣଙ୍କ ସାଥୀ ସହ ସେକ୍ସ କରିବା ବେଳେ ପୂର୍ବଭଳି ଆଉ ସନ୍ତୁଷ୍ଟି ମିଳୁନଥିବା ଅନୁଭବ କରିଥାନ୍ତି। ପର୍ଣ୍ଣ ଭିଡିଓ ଦେଖୁଥିଲେ ଆପଣଙ୍କ ଶରୀର ଉତ୍ତେଜିତ ହୋଇଥାଏ ଫଳରେ ଆପଣ ଏହି ସମୟରେ ଅସାମାଜିକ କାମ କରିବା ପାଇଁ ମଧ୍ୟ ପଛାଇନଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...