- Videos
- Interview
- ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ
ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ
- Published: Monday, 07 August 2017
- , Updated: 07 August 2017, 05:11 PM IST
<p>[vc_video link="" align="center"]</p>
<p>ପ୍ରକୃତିରେ ଭରି ରହିଛି ମଣିଷ ଦେହରେ ଦେଖାଦେଉଥିବା ସବୁ ରୋଗର ଔଷଧ। ଆୟୁର୍ବେଦ ହିଁ ମହାନ ଭାରତୀୟ ପରଂପରାର ଆଧାର। ଆମ ଚାରିପାଖରେ ଥିବା ପ୍ରତି ବୃକ୍ଷଲତାରେ ରହିଛି ଔଷଧୀୟ ଗୁଣି। ସେଥିରୁ ଗୋଟିଏ ହେଲା ଘି-କୁଆଁରୀ ବା ଆଲୋଭେରା। ଏହାକୁ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କୁହାଯାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ମହିଳାମାନଙ୍କ ଗର୍ଭାଶୟ ଜନିତ ସମସ୍ୟାର ଏହା ଅବ୍ୟର୍ଥ ଔଷଧ। ସେହିପରି ଚର୍ମ ପାଇଁ ଏହା ମହୌଷଧୀ ପରି କାମ କରେ। ଏହା ମୁହଁର ବ୍ରଣ, ଦାଗ ଓ ଭାତୁଡ଼ି ଭଲ କରିଥାଏ। ଘି-କୁଆଁରୀ ବା ଆଲୋଭେରାକୁ କେମିତି ଆପଣ ନିଜ କାମରେ ଲଗେଇ ପାରିବେ, ଏହା ଔଷଧୀୟ ଗୁଣ ସଂପର୍କରେ କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ- ଡ. ବାସୁଦେବ ପ୍ରଧାନ।</p>